Odia News Portal
Browsing Tag

russia

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ । ଅଧିକ ଆର୍ଥିକ ପ୍ରତିବନ୍ଧକ ଘୋଷଣା କଲେ ବାଇଡେନ । ୟୁକ୍ରେନ ଯୁଦ୍ଧ ପାଇଁ ଋଷକୁ ବହୁ ମୂଲ୍ୟ ଦେବାକୁ ପଡିବ । ଋଷ ବ୍ୟାଙ୍କ ମାନଙ୍କ ପୁଞ୍ଜି ବାଜ୍ୟାପ୍ତି ହେବ । ଏସବୁ ପଦକ୍ଷେପ G-7 ଓ ଅନ୍ୟ ସହଯୋଗୀ ରାଷ୍ଟ୍ର ନେବେ । ପୁଟିନ ଯୁଦ୍ଧ ଆରମ୍ଭ କଲେ, ସେ…

ମୋଦୀଙ୍କ ସହାୟତା ଲୋଡିଲା ୟୁକ୍ରେନ

ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ରୁଷର ଆକ୍ରମଣ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପରେ ଅପିଲ କରିଛି ୟୁକ୍ରେନ୍ । ଋଷ ରାଷ୍ଟ୍ରପତିଙ୍କ ସହିତ ଭାରତର ଯେହେତୁ ଭଲ ସମ୍ପର୍କ ରହିଛି ସେଥିପାଇଁ ସହାୟତା ଲୋଡିଛି ୟୁକ୍ରେନ ।…

ୟୁକ୍ରେନରେ ଫସିଛନ୍ତି ୨୦ ହଜାର ଭାରତୀୟ

ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କଲା ଋୁଷିଆ । ୟୁକ୍ରେନ ସୈନବାହିନୀଙ୍କୁ ଆତ୍ମସମର୍ପଣ ପାଇଁ ପୁଟିନଙ୍କ ଆହ୍ୱାନ । ଆକ୍ରମଣ ବନ୍ଦ ପାଇଁ ପୁଟିନଙ୍କୁ ମିଳିତ ଜାତିସଂଘ ମୁଖ୍ୟଙ୍କ ପରାମର୍ଶ । ୟୁକ୍ରେନର କିଭ୍ ଓ ଖାରକିଭରେ ଋଷିଆର ମିଜାଇଲ ଆକ୍ରମଣ । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ…

ଆରମ୍ଭ ହେଲା ମହାଯୁଦ୍ଧ

ଆରମ୍ଭ ହେଲା ଋଷ- ୟୁକ୍ରେନ ଯୁଦ୍ଧ । ଯୁଦ୍ଧ ଘୋଷଣା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ଉପରେ ମିଲିଟାରୀ ଅପରେସନ ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମିଲିଟାରୀ ଅପରେସନ ନେଇ ଋଷ୍ ନିର୍ଦ୍ଦେଶ ଦେଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା…

ଯୁଦ୍ଧ ହେଲେ ଭାରତ ଉପରେ କଣ ପ୍ରଭାବ ପଡିବ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢି ଚାଲିଥିବାରୁ ଏହାର ପ୍ରଭାବ ନେଇ ବିଶ୍ବବ୍ୟାପୀ ଚିନ୍ତା ବଢିଛି । ତେବେ ଯଦି ଯୁଦ୍ଧ ହୁଏ, ଭାରତୀୟ ବଜାରରେ ଏହାର କି ପ୍ରଭାବ ପଡିବ, ସେ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ବିଶେଷକରି ତୈଳ କ୍ଷେତ୍ରକୁ ଏହା ପ୍ରଭାବିତ କରିବାର ସମ୍ଭାବନା…

ୟୁକ୍ରେନ ସୀମାରେ ସୈନିକ ମୁତୟନ କଲା ରୁଷ

ରୁଷ ଓ ୟୁକ୍ରେନ୍‌ ଭିତରେ ଥମିନି ଯୁଦ୍ଧ ବିପଦ। ରୁଷ ପୂର୍ବରୁ ଦାବି କରିଥିଲା ଯେ, ତା’ର ସେନା ୟୁକ୍ରେନ୍‌ର ସୀମାରୁ ପଛକୁ ଫେରିବାରେ ଲାଗିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏଭଳି ହୋଇନଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବେଲାରୁସ, କ୍ରିମିୟା ଓ ପଶ୍ଚିମ ରୁଷର ସୀମାରେ ମଧ୍ୟ ଏବେ…

ବଢିଲା ଯୁଦ୍ଧ ଭୟ ଭାରତୀୟ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦେଲା ଦୂତବାସ

ୟୁକ୍ରେନ ଛାଡିବା ଲାଗି ଭାରତୀୟଙ୍କୁ ନିର୍ଦ୍ଦେଶ ଦେଲା ଦୂତାବାସ । ଦିନକୁ ଦିନ ସଙ୍କଟ ଘନୀଭୂତ ହେଉଥିବାବେଳେ ଅସ୍ଥାୟୀ ଭାବେ ୟୁକ୍ରେନ ଛାଡିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ କାର୍ଯ୍ୟ ନଥିଲେ ବୁଲାବୁଲି ନ କରିବା ଲାଗି ପରାମର୍ଶ ଦିଆଯାଇଛି । ଏହା ସହ ଦୂତାବାସ ସହ ନିୟମିତ…

ଯେକୌଣସି ସମୟରେ ଋଷିଆ ଆକ୍ରମଣ କରିପାରେ

ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ ପାଇଁ ଋଷିଆର ଜୋରଦାର ପ୍ରସ୍ତୁତି । ୟୁକ୍ରେନ ସୀମାନ୍ତରେ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ ଲାଗିଛି ଋଷିଆ । ବେଲାରୁସ, କ୍ରିମିଆ ଓ ଋଷିଆର ପଶ୍ଚିମାଞ୍ଚଳରେ ଏୟାରକ୍ରାଫ୍ଟ, ଫାଇଟର ଜେଟ୍ ମୁତୟନ କରାଯାଇଛି । ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିବା…

ଋଷ ୟୁକ୍ରେନ ବିବାଦ ୟୁକ୍ରେନ କୁ ସପୋର୍ଟ କରିବ ଆମେରିକା

ଘନେଇଲା ୟୁକ୍ରେନ ବିବାଦ । ଋଷର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଲା ନାଟୋ । ସେପଟେ ୟୁକ୍ରେନ ଛାଡି ନିଜ ଦେଶକୁ ଫେରିଆସିବା ଲାଗି ସମସ୍ତ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିଶ୍ଚିତ ସୂଚନା କ୍ରମେ ଆମେରିକା ଏହି ନିଷ୍ପତ୍ତି…