Odia News Portal
Browsing Tag

sasmit-patra

ଟିକା: ଟ୍ୱିଟର ୱାର, ଅପରାଜିତା-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଆଜି ପରାଜିତା ଷଢ଼ଙ୍ଗୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା ଏବଂ କେନ୍ଦ୍ରର ସହଯୋଗ ଲୋଢ଼ିଥିଲା । ପ୍ରଧାନମନ୍ତ୍ରୀ…

ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରବାରେ ଲାଗିଛି ।  ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ସାଂସଦ ସସ୍ମିତ ପାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ସସ୍ମିତ ପାତ୍ର ଟ୍ୱିଟ୍ ଜରିଆରେ…

୨୦ ବର୍ଷ ପରେ ଉପାଧ୍ୟକ୍ଷ ଆସନରେ ବିଜେଡ଼ି ସାଂସଦ

ଭୁବନେଶ୍ୱର() ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା ପାଇଁ ସସ୍ମିତଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି । ପ୍ରାୟ ୨୦ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ…

ଦିଲ୍ଲୀରେ ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଜମି ଆବଣ୍ଟନ କରିବାକୁ ଅନୁରୋଧ

ନୂଆଦିଲ୍ଲୀ ()  ନୂଆଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଶୀଘ୍ର ଜମି ଯୋଗାଇ ଦେବା ପାଇଁ ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର ରାଜ୍ୟସଭାରେ ଦାବି କରିଛନ୍ତି  । ସ୍ପେଶାଲ ମେନସନ ଜରିଆରେ ଶ୍ରୀ ପାତ୍ର ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  ।…

ଉତ୍ପାଦନ ଖର୍ଚ୍ଚ ବଢିଥିବାକୁ ବହୁ ରାଜ୍ୟ ଅଧିକ ମୂଲ୍ୟରେ ମାସ୍କ କିଣିଛନ୍ତି

ଭୁବନେଶ୍ୱର() କରେନା ଭଳି ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି ସ୍ପଷ୍ଟ କରିଛନ୍ତି । ଆଜି ଏଠାରେ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର ୧୦ ଟଙ୍କାର ମାସ୍କକୁ ୧୬ ଟଙ୍କାରେ…

ମହାମାରୀ ସମୟରେ ବିଜେପି ରାଜନୀତି ବନ୍ଦ କରୁ

ଭୁବନେଶ୍ୱର() କରୋନା ଟେଷ୍ଟ ବାବଦରେ ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି । ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ଦୋମୁହାଁ ନୀତି ପ୍ରକାଶ କରୁଛି । ବିଜେପି ଶାସିତ ରାଜ୍ୟମାନଙ୍କରେ ପାଖାପାକି ୧ କୋଟି ପ୍ରବାସୀ ଶ୍ରମିକ ଫେରିଛନ୍ତି । କେତେ ଜଣଙ୍କର ଟେଷ୍ଟ…

ଟିକଟ ନପାଇବାରୁ ପ୍ରତିହିଂସା ପରାୟଣ ହୋଇ ଶାଳୀନତା ଭୁଲୁଛନ୍ତି ଲେଖାଶ୍ରୀ

ଭୁବନେଶ୍ୱର() ଶାଳୀନତା ରକ୍ଷା ସହିତ ନିମ୍ନରୁଚିର ମନ୍ତବ୍ୟ ନଦେବାପାଇଁ ବାରମ୍ବାର ଅନୁରୋଧ ସତ୍ତେ୍ୱ ବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଏଥିରୁ ନିବୃତ୍ତ ରହୁନାହାନ୍ତି । ପ୍ରତିହିଂସା ପରାୟଣ ସହିତ ବ୍ୟକ୍ତିଗତ ରାଗ ଶୁଝାଇବା ପାଇଁ ସେ ଏଭଳି ବକ୍ତବ୍ୟ ରଖୁଥିବା ବିଜେଡି ମୁଖପାତ୍ର…