Odia News Portal
Browsing Tag

shreemandir

ଶ୍ରୀମନ୍ଦିରରେ ପୁଣି ଘଟିଲା ଅଘଟଣ

ପୁରୀ ଶ୍ରୀମନ୍ଦିରରେ ପୁଣି ଘଟିଛି ଅଘଟଣ । ଗରମ ଡାଲି ପଡ଼ି ଯିବାରୁ ଜଣେ ବୋଝିଆ ଆହତ ହୋଇଛନ୍ତି। ଆହତ ବୋଝିଆଙ୍କ ଘର ପୁରୀ ମିଶ୍ର ସାହିର ହୋଇଥିବା ବେଳେ ତାଙ୍କ ନାଁ ବିଶ୍ଵନାଥ ବେହେରା । ସୂଚନା ଅନୁସାରେ, ଭୋଗମଣ୍ଡପ ଦ୍ଵାର ମୁହଁରେ ମହାପ୍ରସାଦ ନେବା ବେଳେ ଗରମ ଡାଲି ଶରୀରରେ ପଡି…

ଶ୍ରୀମନ୍ଦିରରେ ଲାଗିଛି ୧୩୫ କ୍ୟାମେରା, ସେଥିରୁ ୧୨୯ଟି ଅଚଳ

ସବୁ ଖୋଲାଥିଲା, କେହି ଅଟକେଇଲେନି । ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାର ଅଭିଯୁକ୍ତ ଜଗନ୍ ର ଏଭଳି ବୟାନ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ତାହା ସାମ୍ନାକୁ ଆସିଲା । ଏବେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଚିନ୍ତା ବଢିଛି ।…

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ପ୍ରଶାସନର ତତ୍ପରତା

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣାରେ ପୋଲିସ ଅଭିଯୁକ୍ତ ଜଗନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ଦିନ ମୁତୟନ ଥିବା ଜେଟିପି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି | ଏଭଳି ଘଟଣା ଆଗାମୀ ଦିନରେ ଯେପରି ନ ଘଟେ ସେ ଦିଗରେ ଅଧିକ ଯତ୍ନବାନ ହେବା ସହ ସୁରକ୍ଷା…