Odia News Portal
Browsing Tag

sports

ଆଜି କୋଲକାତାକୁ ଭେଟିବ ବାଙ୍ଗାଲୋର

ଦୁବାଇ: ଆଇପିଏଲ ମହାସମରରେ ଆଜି ବାଙ୍ଗାଲୋରକୁ ଭେଟିବ କୋଲକାତା । ଉଭୟ ଦଳ ମଧ୍ୟରେ ହେବ କଡା ଟକ୍କର । ମର୍ଗାନଙ୍କ ଦଳ କୋଲକାତାର ଖେଳାଳୀମାନେ ଏବେ ଦମଦାର ଫର୍ମରେ ଥିବାବେଳେ କୋହଲିଙ୍କ ତାରକା ଖଚିତ ଦଳର ଖେଳାଳୀମାନେ ମଧ୍ୟ ବିଜୟୀ ହେବାକୁ ପ୍ରୟାସ କରିବେ । ତେବେ ଆଜିର ମ୍ୟାଚରେ ମୁଖ୍ୟତଃ…

କିଏ ଜିତିବ ଆଜିର ମ୍ୟାଚ୍?

ଦୁବାଇ: ଆଇପିଏଲ ୨୦୨୧ର ବାକିଥିବା ମ୍ୟାଚ ଆଜିଠାରୁ ପୁଣି ଆରମ୍ଭ ହେଉଛି । ଆଜି ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବ ଲଢ଼େଇ । ଧୋନୀ ବାହିନୀ ଓ ରୋହିତ ବାହିନୀ ମଧ୍ୟରେ ହେବ କଡା ଟକ୍କର । ତେବେ ଆଜିର ମ୍ୟାଚଟି କାହା ସପକ୍ଷରେ ଯିବ ତାକୁ ନେଇ ଆରମ୍ଭ ହୋଇ ଗଲାଣି ସୋସିଆଲ ମିଡିଆରେ ଲଢ଼େଇ ।…

ପାକିସ୍ତାନ ଯିବନି ନ୍ୟୁଜିଲାଣ୍ଡ ଟିମ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ସୁରକ୍ଷା କାରଣ ଦର୍ଶାଇ ହଠାତ ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି । ରାୱଲପିଣ୍ଡିରେ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଆଉ ୩୦ ମିନିଟ ବାକି ଥିବା ନ୍ୟୁଜିଲାଣ୍ଡ ଏହି ଘୋଷଣା କରିଥିଲା । ଏହି ଗସ୍ତରେ ୩ ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବା…

ରୋହିତଙ୍କ ବଦଳରେ ଏହି ଖେଳାଳୀଙ୍କୁ ଉପଅଧିନାୟକ କରିବାକୁ ଚାହୁଁଥିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡ଼ିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ପରେ ସତ୍ୟ । ଜାତୀୟ ଗଣମାଧ୍ୟମର ଖବର ମୁତାବକ, କୋହଲି ଚାହୁଁନଥିଲେ କି ରୋହିତ ଉପଅଧିନାୟକ ରୁହନ୍ତୁ । ଏପରିକି ସେ ବିସିସିଆଇ ନିକଟରେ ମଧ୍ୟ ଜଣାଇଛନ୍ତି । ରୋହିତଙ୍କ…

ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡ଼ିବେ । ଆଗାମୀ ବିଶ୍ୱକପ ପରେ ପଦ ଛାଡିବା ନେଇ ସୂଚନା । ଟ୍ୱିଟ କରି ଏଭଳି ସୂଚନା ଦେଇଛନ୍ତି କୋହଲି । କ୍ରିକେଟର ତିନୋଟିଯାକ ଫର୍ମାଟରେ ଅଧିନାୟକ ରହିଥିବାରୁ ତାଙ୍କ ଉପରେ ଅଧିକ ଚାପ ପଡ଼ୁଛି । ଯାହାକି…

ଅକ୍ଟୋବର ୧୭ରେ ଆଇପିଏଲ-୨୦୨୨ ୨ଟି ନୂଆ ଦଳ ଲାଗି ନିଲାମୀ

ନୂଆଦିଲ୍ଲୀ: ବ୍ୟବସାୟୀକ ଦୃଷ୍ଟିକୋଣରୁ ଆଇପିଏଲରେ ଆଉ ୨ଟି ଟିମ ସାମିଲ ହେବା ନେଇ ନିଷ୍ପତ୍ତି ହୋଇଛି । ତେବେ ପୂର୍ବରୁ ୮ଟି ଟିମ ଥିବା ବେଳେ ଏବେ ଆଉ ୨ଟି ମିଶି ଆଇପିଏଲରେ ୧୦ଟି ଟିମ୍ ଖେଳିବ । ନୂଆ ଟିମର ନିଲାମୀ ଅକ୍ଟୋବର ୧୭ରେ ହେବ । ଆସନ୍ତା ବର୍ଷ ୧୦ ଫ୍ରାଞ୍ଚାଇଜ ମଧ୍ୟରେ ହେବ ଲଢ଼େଇ ।…

ଭାରତୀୟ ରଗବି ଦଳରେ ୩ ଓଡ଼ିଆ

ଭୁବନେଶ୍ୱର: ପୁଣି ଜାତୀୟ ଦଳରେ ଚମକିବେ ଓଡ଼ିଆ । ଉଜବେକିସ୍ତାନରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ ଏସିଆ ରଗ୍ବୀ ୧୮ ବର୍ଷରୁ କମ୍ ବାଳିକା ସେଭେନ୍ସ ଚାମ୍ପିଅନସିପ୍ । ଏଥିପାଇଁ ଭାରତୀୟ ବାଳିକା ଦଳ ଘୋଷଣା ହୋଇଛି । ଏହି ଦଳରେ ଓଡ଼ିଶାରୁ ୩ ଜଣ ସାମିଲ ହୋଇଛନ୍ତି । …

ଟି-୨୦ ବିଶ୍ୱକପ ଲାଗି ପାକିସ୍ତାନର କୋଚ ହେଲେ ମ୍ୟାଥୁ ହେଡେନ

ଇସଲାମବାଦ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ । ଟାଇଟଲ ହାସଲ କରିବା ଲାଗି ସବୁ ଦଳ ନିଜ ନିଜର କ୍ଷେତ୍ର ରକ୍ଷଣ ପ୍୍ରସ୍ତୁତ କଲେଣି । ଏହାରି ଭିତରେ ପାକିସ୍ତାନ ଦୁଇଜଣଙ୍କୁ କୋଚ ଦାୟିତ୍ୱ ଦେଇଛି । ପାକିସ୍ତାନ ଟିମ୍ର କୋଚ୍ ନିଯୁକ୍ତ ହେଲେ ପୂର୍ବତନ କ୍ରିକେଟର ମାଥ୍ୟୁ ହେଡେନ୍ ଓ ଭେରନନ୍…

ରୋହିତ ଶର୍ମା ହୋଇପାରନ୍ତି ଟି-୨୦ ଓ ଦିନିକିଆ ଦଳର ଅଧିନାୟକ

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ହୋଇପାନ୍ତି ଟିମ ଇଣ୍ଡିଆର ଅଧିନାୟକ । ରୋହିତ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ହୋଇପାରନ୍ତି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ଏହି ଖବର ପ୍ରସାରଣ ହେବା ପରେ ଏବେ ଏହା ବିଜୁଳି ଭଳି…

ଦୁବାଇରେ ପହଞ୍ଚିଲେ ଭାରତୀୟ ଖେଳାଳୀ

ଦୁବାଇ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୨୧ ଆଇପିଏଲର ବାକି ଥିବା ମ୍ୟାଚ୍ । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ବୋଲର ମହମ୍ମଦ ସିରାଜ ଆଜି ପ୍ରଥମେ ଦୁବାଇରେ ପହଞ୍ଚିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ୍ ଦଳର ୭ଜଣ ତଥା ରିଷଭ ପନ୍ଥ, ରବିଚନ୍ଦ୍ରନ ଅଶ୍ୱିନ, ଅଜିଙ୍କ୍ୟ…