Odia News Portal
Browsing Tag

student

ଯୁକ୍ତ ଦୁଇରେ ବଢିବ ସିଟ୍‌

କରୋନା ମହାମାରୀ ଯୋଗୁ ପ୍ରାୟ ଦୁଇ ବର୍ଷ ହେଲା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ଖୋଳିନାହିଁ। ଅନ୍‌ଲାନ୍‌ରେ ପାଠ ପଢ଼ି ପରୀକ୍ଷା ନଦେଇ ଚଳିତବର୍ଷ ରେକର୍ଡ଼ ସଂଖ୍ୟାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଯୁକ୍ତ ଦୁଇରେ ସିଟ୍ ବଢ଼ାଇବାକୁ…

କଲମ ଧରିବା ବୟସରେ ଲଙ୍ଗଳ ଧରୁଛି ଆଦିବାସୀ ଝିଅ

କାର୍ଲିମେଳା: ପାଠ ପଢିବା ବୟସରେ ଲଙ୍ଗଳ ଧରିଲେ ଆଦିବାସି ଝିଅ । ହଳ କରୁଥିବା ଏହି ଝିଅ ଜଣକ ହେଉଛନ୍ତି ମାଲକାନିଗିରି ଜିଲ୍ଲା ତେଗଡା ପଲ୍ଲୀ ଗାଁର ସୋମେ ମାଡି । ବୟସ ମାତ୍ର ୨୦ ବର୍ଷ । ପରିବାର କହିଲେ ମା ଓ ଦୁଇ କୁନି କୁନି ଭାଇ ଭଉଣୀ । ପଢିବାକୁ ଇଛା ଥାଇ ମଧ୍ୟ ସେ ପରିବାର ଦାୟିତ୍ୱରେ…

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ପାଟନା: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଦୁଷ୍କର୍ମକାରୀଙ୍କ ସଂଖ୍ୟା । କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ବୟସର ତାରତମ୍ୟ ନଦେଖି କରି ଘଟାଉଛି ଅମାନୁଷିକ କାର୍ଯ୍ୟ । ଜଣେ ନାବାଳିକା ଛାତ୍ରୀଙ୍କୁ ସ୍କୁଲ ମାଲିକ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି ।…

ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା କଟକଣା ଲାଗି ସ୍କୁଲ ଖୋଲିବାରେ ବିଳମ୍ବ ହେଉଛି । ତେବେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନଲାଇନରେ କ୍ଲାସ କରାଯାଇଛି । ଏବେ ୟୁଟ୍ୟୁବରେ ପାଠ ପଢ଼ିବେ ଛାତ୍ର ଛାତ୍ର । ପ୍ରଥମେ ଦଶମ, ନବମ ଓ ପରେ ଦ୍ୱାଦଶ ଆଉ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ…

ରୋଗଶଯ୍ୟାରେ ମେଧାବୀ ଛାତ୍ର, ଚିକିତ୍ସା ସହାୟତା ପାଇଁ ପରିବାରର ଆକୁଳ ନିବେଦନ

ବାସୁଦେବପୁର: ରୋଗଶଯ୍ୟାରେ ପଡିଛି ମେଧାବୀ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯାହାକୁ ନେଇ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ପୁରା ପରିବାର । ଭଦ୍ରକ ଜିଲ୍ଲା ବାସୁଦେବପୁର ବଛଦା ଗାଁର ଶରତ ରାଉତଙ୍କ ଏକମାତ୍ର ପୁଅ ସତ୍ୟବ୍ରତ । ବୟସ ମାତ୍ର ୨୨ବର୍ଷ । ୨୦୨୦ ମସିହାରେ…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼ କରି ଯୁବକ ଗିରଫ

ବାଲେଶ୍ୱର: ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ନବମଶ୍ରେଣୀ ଛାତ୍ରୀ । କ୍ରୋଧିତ ହୋଇ ଯୁବକ ଜଣକ ନାବାଳିକାଙ୍କୁ କରିଛି ଛୁରାମାଡ଼ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଲଦା ପଞ୍ଚାୟତ ତୁଟ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ମଧୁସ୍କିତାକୁ ଛୁରାମାଡ଼ କରିଛି ସେହି ଗ୍ରାମର ୨୫ ବର୍ଷୀୟ…

ବିଦେଶ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ବିଦେଶରେ ପାଠ ପଢ଼ିବା ପାଇଁ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା । ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ ମୋବାଇଲ ଟେଷ୍ଟିଂ ବ୍ୟବସ୍ଥା କରାଯାଉଥିବା…