Odia News Portal
Browsing Tag

subarnapur

କାଲି ନିଖୋଜ ଥିଲା, ଆଜି ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ସୁବର୍ଣ୍ଣପୁର: ବୁଦା ମୂଳରୁ ମିଳିଲା ଶିଶୁକନ୍ୟା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ପରିବାର ଲୋକ କରିଥିଲେ ଅଭିଯୋଗ । ନବଜାତ ଶିଶୁକନ୍ୟାକୁ ପୋଲିସ ଆଜି ଏକ ବୁଦାମୂଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ମେଡିକାଲରୁ ଶିଶୁକନ୍ୟା ଚୋରି ହେବାକୁ…

ଆଜି ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ

ସୁବର୍ଣ୍ଣପୁର: ଥମୁନି ମମିତା ମେହେର ହତ୍ୟା କାଣ୍ଡର ତାତି । କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅସନ୍ତୋଷ ଦେଖାଦେଉଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶି ଦଣ୍ଡାଦେଶ ସହ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର…

ବନ୍ଧାହେଲେ ଲୁଟେରା, ସାହାଯ୍ୟ ନାଁରେ ଚୋରୀ କରୁଥିଲେ

ସୁବର୍ଣ୍ଣପୁର: ବନ୍ଧା ହେଲେ ଚୋର । ସାହାଯ୍ୟ କରିବା ବାହାନାରେ ଏଟିଏମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ୍। ଗିରଫ ଅଭିଯୁକ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର ୪୪ବର୍ଷିୟ ସୂର୍ୟ୍ୟନାରାୟଣ ବିଶ୍ୱାଳ। ଗତ କିଛି ଦିନତଳେ…

ସୁବର୍ଣ୍ଣପୁରରେ ନିର୍ବାଚନ ମଣ୍ଡଳୀସ୍ତରୀୟ ମହିଳା ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର: ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା କର୍ମକର୍ତ୍ତା ସମ୍ମିଳନୀ ଘୋଡ଼ାଘାଟପଡ଼କ୍ଷ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ି ମହିଳା ସଭାପତି ପଦ୍ମିନୀ ବଘାର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ମହିଳା ସମ୍ମିଳନୀ ।ଏଥିରେ ରାଜ୍ୟ…

ବାଲି ଚୋରା ଚାଲାଣ କରୁଥିଲେ, ମାଡ଼ି ବସିଲା ପ୍ରଶାସନ

ସୁବର୍ଣ୍ଣପୁର: ସୋନପୁର ମନମୁଣ୍ଡା ତେଲ ନଦୀରୁ ବାଲି ଚୋରା ଚାଲାଣ କରୁଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ମାଡ଼ି ବସିଥିଲା ପ୍ରଶାସନ । ୨ଟି ଟ୍ରାକ୍ଟର ଓ ୨ଟି ହାଇୱାକୁ ଜବତ କରିଥିଲା । ତେବେ ସେମାନେ ଚାଲାଣ କାଟି ଗାଡ଼ି ଫେରାଇ ନେଇଥିବା ସୂଚନା ମିଳିଛି । ହାଇୱା ଗୁଡ଼ିକ ୪୦ ହଜାର…