Odia News Portal
Browsing Tag

suicide case

ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ

ନାଇଜର କ୍ୟାମ୍ପସରେ ଅଭାବନୀୟ ଘଟଣା । ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଛତିଶଗଡର ପୂଜା ଜେଠୱାନୀ । ଫିଜିକ୍ସ ବିଭାଗର ପିଏଚଡି ଛାତ୍ରୀ ଥିଲେ ପୂଜା । ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ କରିଛି ଜଟଣୀ ପୋଲିସ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା…

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ

ପୁରୀ: ପ୍ରେମ ନେଇଗଲା ଜୀବନ | ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ୍ ପଂଚାୟତର ପ୍ରଧାନସାହି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ନାମ ବଳିଆ ନାୟକ ଏବଂ ସୁଲି ନାୟକ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ନଦୀକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସାଲେପୁର() ନଦୀ ପୋଲରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ବରପଡା ନଦୀ ପୋଲ ଉପରେ ସାଇକେଲ ରଖି ଛାତ୍ରୀ ଜଣଙ୍କ ଲୁଣା ନଦୀକୁ ଡେଇଁ ପଡ଼ିଛନ୍ତି । ଛାତ୍ରୀ ଜଣଙ୍କ…

ମେସରେ ଛାତ୍ରୀଙ୍କ ଝୁଲନ୍ତା ଶବ

ମାଲକାନଗିରିର ଏକ ମେସରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଝାଟିମାଟି କଲୋନୀର ମେସରେ ୫ଜଣ ଛାତ୍ରୀ ଏକାଠି ରହୁଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅନ୍ୟଜଣେ ଛାତ୍ରୀ ମେସରେ ଏକାକୀ ରହୁଥିଲେ । ଅନ୍ୟ ସାଙ୍ଗ ମାନେ ଫେରି ଦେଖିବା ବେଳକୁ…

ନଈକୁ ଡେଇଁ ଯୁବତୀ ଗୁରୁତର

ଆଜି ଅପରାହ୍ନରେ କୂଆଖାଇ ନଦୀକୁ ଜଣେ ଯୁବତୀ ଡେଇଁପଡିଥିବା ଖବର ମିଳିଛି । ସ୍ଥାନୀୟ ଲୋକ ମାନେ ଏହା ଦେଖିବା ପରେ ନଦୀରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ଯୁବତୀ ଜଣକ ଆତ୍ମହତ୍ୟା ଉଦେ୍ଧଶ୍ୟରେ ନଈକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି । ତେବେ ଏ ସମ୍ପର୍କରେ କୌଣସି ସବିଶେଷ…

ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ତୁନ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଫସଲ ନଷ୍ଟ ହେବାରୁ ଏକ ବୃଦ୍ଧ ଦମ୍ପତି ଗାଁ ପୋଖରୀରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଦର୍ଶନ ମାଝୀ(୬୫)। ତାଙ୍କ ପତ୍ନୀଙ୍କୁ…

ପୁଅ,ଝିଅକୁ ବିଷ ପିଆଇ ମାରିଦେଲା ମା’

ମା’ର ମମତାରେ ଲାଗିଲା କଳଙ୍କ । ମାରିଦେଲା ନିଜେ ଜନ୍ମ କରିଥିବା ପୁଅ ଓ ଝିଅକୁ । ନିଜେ ମରିବାକୁ ଉଦ୍ୟମ କରିଥିଲା ହେଲେ ବଂଚିଗଲା । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଲକ୍ଷ୍ମୀପ୍ରସାଦ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା । ନୟାଗଡ ଜିଲ୍ଳା ଲକ୍ଷ୍ମୀପ୍ରସାଦ ଗାଁର ଅହଲ୍ୟା ଖୁଂଟିଆ ନିଜ…

ଝିଅ ପାଇଁ ବାପା ମା’ଙ୍କ ଆତ୍ମହତ୍ୟା

ଗୋଟିଏ ବୋଲି ଝିଅ ପ୍ରେମିକ ସହିତ ପଳାଇବାରୁ ଦୁଃଖରେ ଭାଙ୍ଗି ପଡ଼ି ବାପାମା’ ଆତ୍ମହତ୍ୟା କରି ଦେଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ପୋଲାଚି ସହରରେ। କୋଏମ୍ବାଟୋର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ସ୍ଥାନଟି ଅଛି। ଘଟଣାଟି ରବିବାର ଘଟିଛି। ବାପାମା’ ତାଙ୍କ ୨୪ ବର୍ଷୀୟ…