କୂଅ ଭିତରୁ ଛୁଆ ହାତୀ ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକୁମୁଣ୍ଡା ପଞ୍ଚାୟତ ଧାଙ୍ଗୁରୁମୁଣ୍ଡାରେ ଏକ ଛୋଟ ହାତୀ କୁଅରେ ଖସିପଡିଛି । ଛୁଆ ହାତୀକୁ ବଞ୍ଚାଇବାକୁ ହାତୀପଲଙ୍କ ପ୍ରୟାସ । ଘଟଣା ସ୍ଥଳରେ ବନବିଭାଗ ଟିମ ପହଂଚି ହାତୀ କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ଜେସିବି ସହାୟତାରେ ହାତୀକୁ ଉଦ୍ଧାର…
