ମାଁ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବଦିନାତ୍ମକ ଉତ୍ସବ ପାଇଁ ସହର ଚଳଚଂଚଳ
ଗତ ୨୨ତାରିଖରୁ ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବଦିନାତ୍ମକ ଦଶହରା ମହୋତ୍ସବ ଆରମ୍ଭ ହୋଇଛି। ଗତ କାଲି ମା’ଙ୍କ ପୀଠ ପରିସରରେ ସପ୍ତମୀ ପୂଜା ଓହୋମ ଯଞ ସହ ମା’ ଅପରାଜିତାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ୯ଦିନ ଧରି ମା ଦୁର୍ଗାଙ୍କ ବିଭିନ୍ନ ରୁପକୁ…
