ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ
ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ କରିବା ପାଇଁ ଯାଇଥିଲା ୧୭ ଜଣିଆ ଟିମ୍ । ରତ୍ନଭଣ୍ଡାର ଭିତରେ ଗୁପ୍ତ ରତ୍ନଭଣ୍ଡାର, ସୁଡ଼ଙ୍ଗ ଖୋଜିବା ସହ ଭିତରେ ଆଉ କିଛି ରହିଛି କି ନାହିଁ ତଦାରଖ କରିଥିଲେ ବିଶେଷଜ୍ଞ ଟିମ୍ । ଏଏସଆଇ ଏଡିଜି ଜାନଭିଜ୍ ଶର୍ମାଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିଲା ଏହି ୧୭!-->…
