Odia News Portal
Browsing Tag

swadhikar news

ବରିଷ୍ଠ ନାଗରିକଙ୍କୁ ଆକ୍ରମଣ, ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା

ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା । କଟକ ମ୍ୟୁନିସିପାଲ କର୍ପୋରେସନର ୨୨ ନମ୍ବର ୱାର୍ଡ କର୍ପୋରେଟର ଚନ୍ଦନ ଜେନାଙ୍କ ନାଁରେ ଏତଲା ହୋଇଛି । ନିଜ ୱାର୍ଡର ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ମେରିଆବଜାର ଅଞ୍ଚଳର

ଆଗାମୀ ୬ ଦିନ ପାଇଁ ପାଣିପାଗ ଅପଡେଟ୍; କେମିତି ରହିବ ପାଗ

ଆଗାମୀ ୬ ଦିନ ପାଇଁ ପାଣିପାଗ ସ୍ଥିତି ପୂର୍ବାନୁମାନ କରି ପ୍ରେସ୍ ରିଲିଜ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ କାଳବୈଶାଖୀର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ

ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ

ବଡ଼ ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସୁଭଦ୍ରା ରଥ ଉପ‌ରେ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ୧୩୮ ପ୍ରକାର ଅଳଙ୍କାରର ସଜ୍ଜିତ ହୋଇଛନ୍ତି। ପ୍ରାୟ ୨୦୮ କିଲୋଗ୍ରାମ୍ ଅଳଙ୍କାର ଚତୁର୍ଦ୍ଧା ମୂର୍ତ୍ତି

ଆମ ସରକାରରେ ଯିଏ ଦୋଷ କରିବ ଦଣ୍ଡ ନିଶ୍ଚିତ ପାଇବ: ଆଇନ ମନ୍ତ୍ରୀ

ଯାଜପୁର ବ୍ୟାସନଗର ପୌରପାଳିକାରେ ସପ୍ତାହେ ତଳେ ନିର୍ବାହୀ ଅଧିକାରୀ (ଓଆର୍‌ଏସ୍‌)ଙ୍କୁ ତାଙ୍କ କାର୍ଯ୍ୟାଳୟରେ ବନ୍ଦ କରି ୮ ଘଣ୍ଟା ଧରି ଅଟକ ରଖିଥିଲେ ବିଜେଡି ନେତା। ଆଉ ବ୍ୟାସନଗର ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଆମ ସରକାରରେ ଯିଏ ଦୋଷ କରିବ ଦଣ୍ଡ ନିଶ୍ଚିତ ପାଇବ। ଯିଏ ମଧ୍ୟ ସେ

ସୁନାବେଶ ପାଇଁ ପୁରୀ ବାହାରୁଛନ୍ତି କି? ଜାଣିରଖନ୍ତୁ ଏହି ଟ୍ରାଫିକ ଅପଡେଟ

ଆଜି ମହାପ୍ରଭୁଙ୍କ ସୁନାବେଶ | ମହଣ ମହଣ ସୁନାରେ ସଜେଇହେବେ କାଳିଆ ଠାକୁର | ତେବେ ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏବେ ପୁରୀ ମୁହାଁ ହୋଇଛନ୍ତି | ଆପଣ ବି ପୁରୀ ଯିବା ପାଇଁ ବାହାରୁଛନ୍ତି କି? ତେବେ ଆପଣଙ୍କ ସୂଚନା ପାଇଁ ଜଣାଇଦେବାକୁ ଚାଁହୁଛୁ ଯେ ଅପରାହ୍ଣ

ନିଷ୍କାସନ ହେଲା ହୀରାକୁଦର ପ୍ରଥମ ବନ୍ୟାଜଳ

ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ ନମ୍ବର ଗେଟ ଖୋଲାଯାଇଥିବାବେଳେ ଏହାପରେ ୧୨ଟି ଗେଟ୍‌ ଖୋଲାଯିବ ବୋଲି ସୂଚନା ମିଳିଛି। ହୀରାକୁଦ ବନ୍ଧ ନିୟନ୍ତ୍ରଣକକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୯ଟା ସୁଦ୍ଧା

ଆଜି ସୁନାବେଶ : ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେବେ ଶ୍ରୀଜିଉ

ଆଜି ସୁନା ବେଶ । ରଥଉପରେ ଶ୍ରୀଜିଉ ମାନଙ୍କର ବଡତଢା଼ଉ ବେଶ ଵା ସୁନାବେଶ ଅନୁଷ୍ଠିତ ହେବ । ସକାଳୁ ତିନିରଥ ଉପରେ ଦୈନଦିନ ନୀତି ପରେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହେବେ ଶ୍ରୀଜିଉ । ସେଥିପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଛି । ରଥ ଉପରେ ଅନ୍ୟାନ୍ୟ

ଜାମିନ ଆବେଦନ କଲେ ଜଗନ୍ନାଥ ପ୍ରଧାନ

ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଜାମିନ୍ ପାଇଁ ଆବେଦନ କରିଛନ୍ତି ଜଗନ୍ନାଥ ପ୍ରଧାନ। ତାଙ୍କ ସହ ଅନ୍ୟ ୫ ଜଣ ଅଭିଯୁକ୍ତ ବି ଜାମିନ୍ ପାଇଁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରିଛନ୍ତି । ଗତ ରାତିରେ ଗିରଫ ପରେ ୧୪ ଦିନ ପାଇଁ ଜେଲ ଯାଇଛନ୍ତି ବିଜେପି ନେତା ଜଗନ୍ନାଥ

ଜେଲରେ ଜଗା, ଲାଗିଛି ସଂଗିନ ଦଫା

ଜାମିନ୍ ନାମଞ୍ଜୁର, ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ । ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆତ୍ମସମର୍ପଣ ପରେ ଗୁରୁବାର ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ । ଭୁବନେଶ୍ବର କୋର୍ଟରେ ହାଜର

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତେଲେଙ୍ଗାନା ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ

 ତେଲେଙ୍ଗାନାର ଫାର୍ମାସିଟିକାଲ କମ୍ପାନି ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ତେଲେଙ୍ଗାନା ବିସ୍ଫୋରଣରେ