ପବିତ୍ର ମହାଶିବରାତ୍ରିରେ ଆଧ୍ୟାତ୍ମିକ ପରିବେଶ, ସକାଳୁ ସକାଳୁ ମନ୍ଦିର ଓ ଶୈବପୀଠରେ ଭକ୍ତଙ୍କ ସମାଗମ
ଆଜି ମହାଶିବରାତ୍ରି। ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ପର୍ବ । ପାରମ୍ପରିକ ରୀତିନୀତି ଓ ହର୍ଷୋଲ୍ଲାସରେ ସାରାରାଜ୍ୟରେ ପାଳନ କରାଯାଉଛି ମହାଶିବରାତ୍ରି। ଆଜି ଭୋରରୁ ହିଁ ରାଜ୍ୟର ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ!-->…
