Odia News Portal
Browsing Tag

swadhikar news

ବାସ୍ତବ ରୂପ ନେଲା ସିଏଏ, ଜାରି ହେଲା ବିଜ୍ଞପ୍ତି

ଦୀର୍ଘ ୫ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ବାସ୍ତବ ରୂପ ନେଇଛି। ଠିକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏରେ ବ୍ୟବସ୍ଥିତ ହୋଇଥିବା

୧୧ କେଭି ତାର୍‌ ସଂସ୍ପର୍ଶରେ ଆସି ଜଳିଗଲା ବସ୍‌; ୫ ଜଣ ଜୀବନ୍ତ ଦଗ୍ଧ

ହୁ ହୁ ହୋଇ ଜଳିଲା ବସ୍‌। ଜଳିଗଲେ ୫ ଜଣ ଯାତ୍ରୀ। ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ବି ମିଳିଛି। ଉତ୍ତରପ୍ରଦେଶ ଗାଜିପୁରରେ ଜିଲ୍ଲାରେ ଏଭଳି ଅଘଟଣ ଘଟିଛି। ପ୍ରାଥମିକ ତଦନ୍ତୁ ଜଣାପଡ଼ିଛି ଯେ ବସ୍‌ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଛି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ

କଂଗ୍ରେସରେ ମିଶିଲେ ସୁଦର୍ଶନ ଜେନା

ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା କଂଗ୍ରେସରେ ସାମିଲ୍ । ପ୍ରଭାରୀ, ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ୍ । ଗଣତନ୍ତ୍ରକୁ ବଞ୍ଚାଇବାକୁ କଂଗ୍ରେସରେ ଯୋଗ ଦେଲି କହିଲେ ସୁଦର୍ଶନ ।

ଆଜି ବିଭିନ୍ନ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

 ଆଜି ବିଭିନ୍ନ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା ଓ ବୈ।ଦ୍ଧ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଥିମଧ୍ୟରେ ରହିଛି ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠର

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି। 5T ତଥା ନବୀନ ଓଡିଶା

ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କଲେ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଏହି ବ୍ଲକ ଗ୍ରାଣ୍ଟ

ମହାନଦୀରୁ ୬୦ ନାଗମୂର୍ତ୍ତି ଉଦ୍ଧାର

 ମହାଶିବରାତ୍ରୀରେ ଆଜି ମହାନଦୀ ଗର୍ଭରୁ ୬୦ ନାଗମୂର୍ତ୍ତି ଉଦ୍ଧାର ହୋଇଛି । ବାଙ୍କୀ-ସୁବର୍ଣ୍ଣପୁର ପୋଲ ମହାନଦୀ ଘାଟରେ ମତ୍ସ୍ୟଜୀବୀ ମାନେ ମାଛ ଧରିବା ସମୟରେ ଏହି ନାଗମୂର୍ତ୍ତି ଗୁଡ଼ିକ ଉଦ୍ଧାର କରିଛନ୍ତି । ଏଥିମଧ୍ୟରେ ନାଗ ମୂର୍ତ୍ତି ବ୍ୟତୀତ, ଶିବ ଲିଙ୍ଗ, ଦୁଇଟି ବୃଷବ ମୂର୍ତ୍ତି

ଚାରିଦିନିଆ ଓଡ଼ିଶା ଗସ୍ତରେ ଜଷ୍ଟିସ ଅରିଜିତ ପଶାୟତ

ଆଜି ଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଳାଧନ ସମ୍ପର୍କିତ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଡକ୍ଟର ଜଷ୍ଟିସ ଅରିଜିତ ପଶାୟତ। ସନ୍ଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ତାରିଖ ସକାଳୁ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ସହ ଦିନ ୨ ଟା ବେଳେ ରତ୍ନଭଣ୍ଡାର ତଦାରଖ

ଜଳିଗଲା ଗାଡି : ଡ୍ରାଇଭର ଜୀବନ୍ତ ଦଗ୍ଧ

ଝାରସୁଗୁଡା-କୋଲାବିରା ରାସ୍ତାର ଶିରିଆପାଲି ବ୍ରିଜରେ ଏକ ପିଚୁ ବୋଝେଇ ଟ୍ୟାଙ୍କର ଯାଉଥିଲା । ଭାରସ୍ୟାମ ହରାଇ ଟ୍ୟାଙ୍କରଟି ଓଲଟି ପଡିଥିଲା । ଫଳରେ ସେଥିରେ ଅଗ୍ନିକାଣ୍ଡ ହୋଇଥିଲା । ଆଉ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ଡ୍ରାଇଭର । ସ୍ଥାନୀୟ ଲୋକେ ଏହା ଦେଖି ଦମକଳ ବାହିନୀଙ୍କୁ ଖବର