ଅଧ କେଜି ବ୍ରାଉନସୁଗର ଜବତ, ୨ଗିରଫ
ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ନିଶା ବେପାରୀଙ୍କ ଉପରେ ଚଢାଉ କରିଛି କମିଶନରେଟ ପୋଲିସ । ଅଧ କେଜିରୁ ଉର୍ଦ୍ଧ ବ୍ରାଉନସୁଗର ଜବତ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଜବତ ୬୬୦ ଗ୍ରାମ ବ୍ରାଉନସୁଗାରର ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ ହୋଇଥିବା ସୂଚନା ରହିଛି ।!-->…
