ମରାଠା ଆନ୍ଦୋଳନ: ଏନସିପି ବିଧାୟକଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ
ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ମରାଠା ବିକ୍ଷୋଭକାରୀମାନେ ମହାରାଷ୍ଟ୍ର ବିଡ୍ ସ୍ଥିତ ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ଘର ଜାଳି ଦେଇଛନ୍ତି । ଆକ୍ରମଣ ବେଳେ ବିଧାୟକ ଘରେ ଥିଲେ। ତେବେ ସୌଭାଗ୍ୟ ବଶତଃ ସେ ଓ ତାଙ୍କ ପରିବାର ସଦସ୍ୟ ବର୍ତ୍ତି ଯାଇଛନ୍ତି । ହେଲେ ଏହି ଆକ୍ରମଣରେ!-->…
