Odia News Portal
Browsing Tag

swadhikar news

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ, ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ କାମ ଶେଷ…

୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିବା ସହ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସହଜ ଓ ସୁରକ୍ଷିତ ପ୍ରବେଶ ପାଇଁ ଧାଡ଼ି ପରିଚାଳନା ଓ ଭିଡ ନିୟନ୍ତ୍ରଣ ପଦକ୍ଷେପର ସମୀକ୍ଷା କରିଛନ୍ତି। ସକାଳ ୭ରୁ

ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାରେ ବିଳମ୍ବ ନେଇ ବିଜେପିକୁ ଗେହଲୋଟଙ୍କ କଟାକ୍ଷ

ନିର୍ବାଚନ ଫଳାଫଳ ଘୋଷଣାର ୬ ଦିନ ପରେ ମଧ୍ୟ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନଥିବାରୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପିରେ ମତଭେଦ ଅଛି ଏବଂ ଦଳ ଭିତରେ ଶୃଙ୍ଖଳା ନାହିଁ ବୋଲି ଗେହଲୋଟ୍ କହିଛନ୍ତି।

ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଉଦଘାଟନ ହେବ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସରକାରୀ ଚିକିତ୍ସାଳୟକୁ ଉଦଘାଟିତ କରିବେ । ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ତଥା ଖଣି ମନ୍ତ୍ରୀ ପ୍ରହଲାଦ ଭେଙ୍କଟେଶ ଯୋଶୀ ଅତିଥି ଭାବେ ଯୋଗଦେବେ । ପୂର୍ବରୁ ନେହେରୁ

ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ସରକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଜଳ ସଂପଦ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଞ୍ଜିତ କାର୍ଜି । ମୁଖିଗୁଡ ସ୍ଥିତ କ୍ୱାଟର୍ସରେ ମୃତଦେହ ଉଦ୍ଧାର କଲା ଜୟପାଟଣା ପୋଲିସ । ଇନ୍ଦ୍ରାବତୀ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରଞ୍ଜିତ କାର୍ଜି

ଗୋଇଠା ମାରି ଗର୍ଭବତୀ ସ୍ତ୍ରୀକୁ ହତ୍ୟା

ଗୋଇଠା ଓ ମାଡ ମାରି ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଟାଉନ ଥାନାରେ ଏତଲା ପରେ ପୋଲିସ ଦ୍ୱାରା ସ୍ୱାମୀ ଅଟକ ରହିଥିବା ସୂଚନା ରହିଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ । ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ରେବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ

ଉପକାରାଗାରରେ ଜୀବନ ହାରିଲେ ବିଚାରାଧୀନ କଏଦୀ

ଯାଜପୁର ଜିଲ୍ଲା ରଗଡ଼ି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ନୂତନ ନିର୍ମାଣାଧୀନ କୋଠାରେ ବେକରେ ଫାଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତ କଏଦୀଙ୍କ ନାମ ବଳରାମ ବେହେରା। ସୂଚନା ମୁତାବକ, ଆଜି ଦିନ ୧୧ଟା ସମୟରେ ଜେଲ ଭିତରେ ମେଡିକାଲ ପାଇଁ

ହାତୀ ମରି କଙ୍କାଳ ହେବା ପର୍ଯ୍ୟନ୍ତ ଜାଣିପାରୁନି ବନ ବିଭାଗ

ହାତୀ ମାରୁଛି ଓ ମରୁଛି। ଉଭୟ ଘଟଣାରେ କେହି ନିଜର ଦୋଷ ସ୍ବୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି। କେନ୍ଦୁଝର ଜିଲ୍ଲାରେ କେବେ ଟ୍ରେନ୍‌ ଧକ୍କାର ହାତୀଙ୍କ ମୃତ୍ୟୁ ଘଟୁଛି ତ ଆଉକେବେ ବିଦ୍ୟୁତ୍‌ ଆଘାତରେ ଜୀବନ ଯାଉଛି। ରେଳବାଇ ଓ ବିଦ୍ୟୁତ୍‌ ବିଭାଗ ଆଡ଼କୁ ଦୋଷ ଠେଲି ବନ ବିଭାଗ ହାତଝାଡ଼ି

ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ

ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ତଥାକଥିତ ପ୍ରେମିକା ସୋମାଲିକା ଦାଶଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ ହୋଇଛି। ବିବାହ ପାଇଁ ଆବେଦନ ପତ୍ରରେ ତ୍ରୁଟିଥିବାରୁ ଖାରଜ କରିଦେଇଛନ୍ତି କଟକ ବିବାହ ପଞ୍ଜୀକରଣ ଅଧିକାରୀ। ଅର୍ଥାତ ଏବେ ପ୍ରତ୍ୟୁଷା ନନ୍ଦଙ୍କୁ

ଖୁବଶୀଘ୍ର ଆୟୁଷ ହସ୍ପିଟାଲର ନବକଳେବର, ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା

ଆୟୁଷ ହସ୍ପିଟାଲ ଗୁଡ଼ିକର ନବକଳେବର ହେବ । ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା । ନୂତନ ଗୃହ ନିର୍ମାଣ ଓ ପୁରୁଣା ମରାମତି ପାଇଁ ରିପୋର୍ଟ ଦିଆସରିଛି । ଯଥାଶୀଘ୍ର କାର୍ଯ୍ୟ ସରିବ ବୋଲି ଆୟୁଷ ନିର୍ଦ୍ଦେଶାଳର ନିର୍ଦ୍ଦେଶିକ ପ୍ରେମଜିତ ନାୟକ ସୂଚନା ଦେଇଛନ୍ତି ।