ଅମୃତ ବାଟିକା ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ହେବ ଭବ୍ୟ ପ୍ରତୀକ : ଗୋଲକ ମହାପାତ୍ର
ଦେଶ ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ମାଟିକୁ ନମନ୍, ବୀରଙ୍କୁ ବନ୍ଦନ” । ‘ଦେଶର ପ୍ରତି ଗାଁ, ପଂଚାୟତ,!-->…
