ଚଳନ୍ତା ବସ୍ରେ ଲାଗିଲା ନିଆଁ; ୨ ମୃତ , ୧୫ ଗୁରୁତର
ଯାତ୍ରୀବାହୀ ବସ୍ରେ ଲାଗିଲା ନିଆଁ। ଫଳରେ ଜୀଅନ୍ତା ଜଳିଗଲେ ୨ ଯାତ୍ରୀ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ଗତକାଲି ଜୟପୁରରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍ରେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ!-->…
