Odia News Portal
Browsing Tag

swadhikar news

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଲେଟ୍ ମାଆ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମିଲେଟ୍ ମାଆ। ପୁଷ୍ଟିଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ଦେଇଥିବାରୁ ଜଣାଇଲେ କୃତଜ୍ଞତା। ଏହି ଅବସରରେ ମାଆମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ମାଣ୍ଡିଆକୁ ପ୍ରୋତ୍ସାହନ ମିଳିବା ଦ୍ବାରା ଚାଷୀ ଓ ମାଆ ମାନେ ସଶକ୍ତ ହୋଇଛନ୍ତି । ତେଣୁ

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁଅ କଲେଜରୁ ଘରକୁ ଫେରିଥିଲା। ଏହାପରେ ନିଜ ରୁମ୍‌ ବନ୍ଦ କରି ଭିତରେ ପଶି ରହିଥିଲା। ରାତିରେ ମା’ ପୁଅକୁ ଖାଇବାକୁ ଡାକିବାରୁ କବାଟ ଖୋଲି ନ ଥିଲା ପୁଅ। ଏହାପରେ ମା’ ଝରକାରେ ଯାହା ଦେଖିଲା ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଲା। କାରଣ ଘର ଭିତରେ ଫ୍ୟାନ୍‌ରେ ଝୁଲୁଥିଲା ପୁଅ। ଏପରି ଏକ ଅଭାବନୀୟ

ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା

ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା। ଆଜି ଠାରୁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଏହି ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ,କର୍ମଚାରୀମାନଙ୍କୁ ନେଇ ୧୦

କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ନିଆଁ : କେନ୍ଦ୍ରାପଡାର ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ

କୋଲକାତାରୁ ପାରାଦୀପ ଆସୁଥିବା ଏକ ଯାତ୍ରୀବାହୀ ବସରେ ନିଆଁ ଲାଗିଯିବାରୁ ଜଣେ ଓଡ଼ିଶାର ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା କେନ୍ଦ୍ରାପଡ଼ା ଜିଲ୍ଲାର ପୁ‌ଷ୍ପାଞ୍ଜଳି ଦାସ ବୋଲି ଜଣାପଡିଛି । ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳି ପଞ୍ଚାୟତ ନୋଳିଆ ଗାଁରେ

କଂଗ୍ରେସ କରିବ ତୁଳସୀ ଯାତ୍ରା

ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା । ଅଭିନବ ପ୍ରତିବାଦ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା । ନଭେମ୍ବର ଶେଷ ସୁଦ୍ଧା ସବୁ ଗାଁ ଓ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ । ସବୁ ଅଞ୍ଚଳରୁ ସଂଗ୍ରହ ପରେ କଂଗ୍ରେସ ଭବନକୁ ଆସିବ ତୁଳସୀ । ଭୁବନେଶ୍ୱର କଂଗ୍ରେସ ଭବନରୁ ତୁଳସୀ

ଟ୍ୱିନ୍ ସିଟିରେ ରାତି ୧୦ ପରେ ବାଣ ମନା

ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି । ଟ୍ୱିନ୍ ସିଟିରେ ବାଣ ଫୁଟା ନେଇ ପୋଲିସ କମିଶନରଙ୍କ ସୂଚନା । ରାତି ୧୦ ପରେ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ । ୧୨୫ ଡେସିବେଲରୁ ଅଧିକ ଶବ୍ଦଯୁକ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଦୀପାବଳିରେ ଦୀପ ଜାଳି , ସବୁଜ ବାଣ

ଆଜି ମାଣ୍ଡିଆ ଦିବସ

 ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ୨୦୨୨ ମସିହା ମାର୍ଗଶୀର ମାସର ପ୍ରଥମ ଗୁରୁବାର(ନଭେମ୍ବର ୧୦ ତାରିଖ)କୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ ଆରମ୍ଭ କରିଥିଲେ। ଏହାକୁ ସମ୍ମାନ ଜଣାଇ ସାରା ଓଡ଼ିଶାରେ ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ମାଣ୍ଡିଆ

ଶପଥ ନେଲେ ୩ ସୁପ୍ରିମକୋର୍ଟ ବିଚାରପତି

ସୁପ୍ରିମକୋର୍ଟର ତିନିଜଣ ନବନିଯୁକ୍ତ ବିଚାରପତି ଗୁରୁବାର ଶପଥ ନେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ସେମାନଙ୍କୁ ଶପଥପାଠ କରାଇଛନ୍ତି । ନୂତନ ବିଚାରପତିମାନେ ହେଲେ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା, ଜଷ୍ଟିସ ଅଗଷ୍ଟାଇନ୍ ଜର୍ଜ ମାଶି ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟା ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ଜଣେ ଗୁରୁତର

ବାଇକ – ଟ୍ୟାଙ୍କର ଧକ୍କାରେ ୨ ମୃତ, ଜଣେ ଗୁରୁତର | ସଦର ଥାନା ବରୁହାଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗର୍ଭବତୀଙ୍କୁ ବାଇକରେ ମେଡିକାଲ ନେଉଥିଲା ବେଳେ ଦୁର୍ଘଟଣା । ବାଇକ ଚଳାଉଥିବା ଯୁବକ ଓ ଜଣେ ବୃଦ୍ଧା ମୃତ, ଗର୍ଭବତୀ ଗୁରୁତର । ଗୁରୁତର ମେଡିକଲରେ ଭର୍ତ୍ତି , ମୃତାହତ ୩ ଜଣ