ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି : ସୌମ୍ୟ
ଉପସଭାପତି ପଦରୁ ବହିଷ୍କାର ପରେ ସୌମ୍ୟଙ୍କ ପ୍ରତିକ୍ରିୟା | ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟ | ବହିଷ୍କାର ପତ୍ରରେ ଥିବା ଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ମୋର ସନ୍ଦେହ | ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥା ହେବାକୁ ମୁଁ ୨ ମିନିଟ ସମୟ ମାଗିଥିଲି | ସମୟ ନଦେଇ ପଦରୁ!-->…
