ଗଞ୍ଜେଇ ଜବତ ; ଜଣେ କୋର୍ଟ ଚାଲାଣ
କଣ୍ଟାବାଞ୍ଜି ସହର ୱାର୍ଡ ନଂ. ୧୩ ସିଙ୍ଗାଲପଡାର ଜଣେ ଯୁବକ ଘରୁ ପୁଲିସ ସାଢେ ତିନି କେଜି ଗଞ୍ଜେଇ ଜବତ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ସବ୍ ଜେଲ ପଠାଯାଇଥିବା ପୁଲିସ ସୂଚନା ଦେଇଛି। କଣ୍ଟାବାଞ୍ଜି ଆଇ.ଆଇ.ସି. ରଶ୍ମିତା ବେହେରା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ!-->…
