Odia News Portal
Browsing Tag

swadhikar news

ଗୁରୁବାରଠୁ ପୁରୀ-ହାୱଡା ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଉପସ୍ଥିତ ରହିବେ। ପୁରୀରୁ ଟ୍ରେନ ଛାଡିଲେ ଖୋର୍ଦ୍ଧା ରୋଡ,…

୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେନେଇ ବୁଧବାର ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହା ଏକ ଗୁପ୍ତ ନୀତି ସେବା ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ ରହିବ। ଏହି ନୀତି…

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଡ ବୈଠକକୁ ରଦ୍ଦ

ଅଷ୍ଟ୍ରେଲିଆରେ ମେ’୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଡ ବୈଠକକୁ ରଦ୍ଦ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ବୈଠକରେ ଯୋଗ ଦେଇପାରିବେନି ବୋଲି ଏଭଳି ନିଷ୍ପତ୍ତି ନିଆଯାିଥିବା ଜଣାପଡିଛି। …

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ସହକାରୀ ଯୋଗାଣ ଅଧିକାରୀଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ‌ହୋଇଛି। ଏହି ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ୫ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍‌ ରହିଛନ୍ତି।…

କଣାସ ବ୍ଲକ ଅନ୍ତର୍ଗତ ଗଡ଼ବଳଭଦ୍ରପୁର ଗ୍ରାମରୁ ମିଳିଛି ପ୍ରାଚୀନ ହାତୀ ମୂର୍ତ୍ତି।

ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ବଳଭଦ୍ରପୁର ଗ୍ରାମରୁ ମିଳିଛି ଏକ ପ୍ରାଚୀନ ହାତୀ ମୂର୍ତ୍ତି। ଐତିହ୍ୟ ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନ୍‌ଟାକ)ର ପ୍ରତ୍ନତାତ୍ତ୍ୱିକ-ଐତିହ୍ୟ ସନ୍ଧାନକାରୀ ଦଳ ଏହି ପୁରାତନ ହାତୀ ମୂର୍ତ୍ତିକୁ ସନ୍ଧାନ…

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

କାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ୨ୟ ଭୋଗମଣ୍ଡପ ଭୋଗ ଶେଷ ପରେ ଆରମ୍ଭ ହେବ ନୀତି। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀମନ୍ଦିର…

ଏସ୍‌ସିବିରେ ଖୋଲିବ ରାଜ୍ୟର ପ୍ରଥମ ବୋନ୍‌ ବ୍ୟାଙ୍କ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ‌ଖୋଲିବ ରାଜ୍ୟର ପ୍ରଥମ ବୋନ୍‌ ବ୍ୟାଙ୍କ। ଏଥିପାଇଁ ଅସ୍ଥିଶଲ୍ୟ ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି। ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବାବେଳେ ମେସିନ୍‌ ପାଇଁ ଟେଣ୍ଡର ଡକାଯାଇଛି। ଆସନ୍ତା ୨୯ ତାରିଖରେ ଟେଣ୍ଡର ଖୋଲାଯିବ।…

ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ଜୁନ୍ ୪ ତାରିଖରେ ଛୁଇଁବ କେରଳ

ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ସ୍ୱାଭାବିକ ସମୟ ଜୁନ୍ ୧ ପରିବର୍ତ୍ତର୍, ସାମାନ୍ୟ ବିଳମ୍ବରେ ମୌସୁମୀ କେରଳ ଛୁଇଁବ । ଜୁନ୍ ୪ ତାରିଖରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ସେହି ଅନୁସାରେ ଓଡିଶାକୁ ମଧ୍ୟ ବିଳମ୍ବରେ ମୌସୁମୀ ପହଁଚିବ । ବିଳମ୍ବରେ ମୌସୁମୀ ଆସିଲେ, ଏହାର…

ବାଣ କାରଖାନାରେ ଭୟାନକ ବିସ୍ଫୋରଣ, ଚାଲିଗଲା ୭ଜଣଙ୍କ ଜୀବନ

ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଏଗରା ଠାରେ ମଙ୍ଗଳବାର ଦିନ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସର ସୂଚନା ମୁତାବକ ଏହା ଏକ ବେଆଇନ ବାଣ କାରଖାନା ଥିଲା । ସେପଟେ ପଶ୍ଚିମବଙ୍ଗ…

ହରଡ଼ ଡାଲି ଦର ବୃଦ୍ଧି, କ୍ଵିଣ୍ଟାଲ ପିଛା ବଢ଼ିଲା ୫୦୦ ଟଙ୍କା

ବଢିଲା ହରଡ଼ ଡାଲି ଦର । କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିଛି । ଦର ନିୟନ୍ତ୍ରଣକୁ ଆଖି ବୁଜି ଦେଉଛନ୍ତି କେନ୍ଦ୍ର ସରକାର । ମହଙ୍ଗା ଡାଲି ଦର ଯୋଗୁ ହନ୍ତସନ୍ତ ହେଉଛନ୍ତି ଖାଉଟି । ଦରବୃଦ୍ଧିକୁ ନିନ୍ଦା କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଓଡ଼ିଶା ବଜାରରେ ହରଡ଼ ଡାଲିର ପାଇକରୀ ଦର କିଲୋ…