Odia News Portal
Browsing Tag

swadhikar news

ବାସଭବନରୁ ନଗଦ ୬ କୋଟି ଟଙ୍କା ଜବତ ପରେ ‘ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ପଦରୁ…

‘ଲୋକାୟୁକ୍ତ’ର ଦୁର୍ନୀତି ନିରୋଧୀ ଶାଖା ବାସଭବନରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି କର୍ଣ୍ଣାଟକ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପା ‘ମୈସୋର୍‌ ସାଣ୍ଡାଲ୍‌ ସାବୁନ୍‌’ର ନିର୍ମାତା ‘କର୍ଣ୍ଣାଟକ ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ପଦରୁ ଇସ୍ତଫା…

ଡିଜେ ସାଉଣ୍ଡ ହେଲା କାଳ, ଷ୍ଟେଜ୍ ଉପରେ ହିଁ ଚାଲିଗଲା ବର ଜୀବନ

ଡିଜେ ସାଉଣ୍ଡ ହେଲା କାଳ । ଷ୍ଟେଜ୍ ଉପରେ ହିଁ ଟଳିପଡିଲା ବର । ହସ୍ପିଟାଲ ନେଉନେଉ ବାଟରେ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ବିହାର ସୀତାମଢି ଅଞ୍ଚଳରେ ।ସୂଚନା ମୁତାବକ, ବୁଧବାର ରାତିରେ ଇନ୍ଦରବା ଗାଁର ଯୁବତୀଙ୍କୁ ବିବାହ କରିବାକୁ ଏଠାରେ ବରଯାତ୍ରୀ ନେଇ ପହଞ୍ଚିଥିଲେ ଧନହା ପଞ୍ଚାୟତର…

ନାରାୟଣପାଟଣା ଓ ଲକ୍ଷ୍ମୀପୁର ନିକଟ ଅଞ୍ଚଳରେ ମୃଦୁ ଭୂକମ୍ପ

ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୫ଟା ୫ ମିନିଟରେ ନାରାୟଣ ପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ…

ଚୀନକୁ କଡା ଟକ୍କର ଦେବେ ଟାଟା-ଅମ୍ବାନୀ

ଅକ୍ଷୟ ଶକ୍ତିର ବ୍ୟବହାର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିରେ ସୋଲାର ମଡ୍ୟୁଲଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ସୋଲାର ମଡ୍ୟୁଲ ତିଆରି କରିବାରେ ଚାଇନା ବର୍ତ୍ତମାନ ବିଶ୍ୱରେ ଅଗ୍ରଣୀ ଥିବାବେଳେ ଏହି ପରିସ୍ଥିତି କିନ୍ତୁ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି।…

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ସମସ୍ତେ ଆଜି ଝୁରୁଛନ୍ତି ପିଣ୍ଟୁ ନନ୍ଦଙ୍କୁ । ଆଜି ଭୁବନେଶ୍ୱରରେ ଅଭିନେତାଙ୍କ ଦେଖିବାକୁ ତାଙ୍କ ଶୁଭେଚ୍ଛୁ ମାନଙ୍କ ଭିଡ ଜମି ରହିଛି । ପିଣ୍ଟୁ ନନ୍ଦ ଓଡିଆ ସିନେ ଜଗତର ଜଣେ ଆଗଧାଡିର ଜଣାଶୁଣା କଳାକାର । ଓଡିଆ ଫିଲ୍ମରେ ତାଙ୍କ ଜୀବନ୍ତ…

ପେଟ୍ରୋଲ୍‌ ଓ ମଦରୁ ଭାଟ୍‌ ବାବଦକୁ ଆୟ ହୋଇଛି ୧୦୫୫.୨୭ କୋଟି ଟଙ୍କା

 ଫେବ୍ରୁଆରିରେ ରାଜ୍ୟରେ ମୋଟ ୪୫୧୯.୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଗତବର୍ଷର ଏହି ସମୟ ସଂଗ୍ରହ ତୁଳନାରେ ୧୦.୧୯ ପ୍ରତିଶତ ଅଧିକ। ଏହି ମାସରେ ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ସଂଗ୍ରହ ୪୦ ପ୍ରତିଶତ ବୃଦ୍ଧି ପାଇ୧୭୧୨.୪୮ କୋଟି ଟଙ୍କା ହୋଇଛି। ଗତବର୍ଷ ଫେବ୍ରୁଆରି…

ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚାଙ୍କ ଆନ୍ଦୋଳନ

ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ବିଜେଡି ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି । ଗ୍ୟାସ ସିଲିଣ୍ଡର ଦର ୫୦ଟଙ୍କା ବୃଦ୍ଧିକୁ ବିଜେଡି ବିରୋଧ କରାଯାଇଛି । ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ବିରୋଧରେ ନାରାବାଜି କରି ରାଜ୍ୟପାଳଙ୍କୁ…

‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ ୩ୟ ଟେଷ୍ଟ୍‌ ମ୍ୟାଚ୍‌; ଭାରତକୁ ୯ ୱିକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଇନ୍ଦୋରର ହୋଲ୍‌କର୍‌ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୩ୟ ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍‌ ଆବଶ୍ୟକ…

ଜି-୨୦ ବୈଠକରେ ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମତଭେଦ, ମିଳିନାହିଁ କୌଣସି ମିଳିତ ବିବୃତି

ଜି-୨୦ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଆଜି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ତୀବ୍ର ମତଭେଦ ପାଇଁ କୌଣସି ମିଳିତ ବିବୃତି ଜାରି ହୋଇପାରିନି। ଜି-୨୦ ବୈଠକରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ୧୩ ଅତିଥି ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି ବୋଲି ବିଦେଶ ବ୍ୟାପାର…

ଜଳସେଚନ ଯନ୍ତ୍ରୀଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲ୍ ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆଜି ତାଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ହୋଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ…