ମାଲାମାଲ୍ ହେବେ ପେନ୍ସନ୍ଭୋଗୀ ! ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର
ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର । ପେନ୍ସନ୍ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି । ଫଳରେ ଏବେ ଅବସର ନେବାକୁ ଥିବା ସରକାରୀ କର୍ମଚାରୀମାନେ ଅଧିକ ପେନ୍ସନ୍ ଟଙ୍କା ପାଇବେ । ମହଙ୍ଗା ଭତ୍ତାକୁ ନେଇ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର ।!-->…