ମୋବାଇଲ ଫୋନ ଚୋରି ହୋଇଗଲେ କିପରି ନିଷ୍କ୍ରିୟ କରିବେ ଅନଲାଇନ ପେମେଣ୍ଟ?
ଆଜିର ସମୟରେ ମୋବାଇଲ୍ ଫୋନ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି | କଥା ହେବା ସହ, ମନୋରଞ୍ଜନ ଓ ଅନ୍ୟକୁ ଟଙ୍କା ପଠାଇବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମୋବାଇଲ ଦ୍ୱାରା ହିଁ ସମ୍ଭବ ହୋଇପାରୁଛି | ତେବେ ଆଜିକାଲି ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଆମ ସମସ୍ତ ଜୀବନର!-->…