ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାଗତରେ ପ୍ରାୟ ୨ କିମି ପର୍ଯ୍ୟନ୍ତ ବିଛା ହେଲା ଗୋଲାପ ପାଖୁଡା
ଛତିଶଗଡ଼ର ରାଜଧାନୀ ନୂଆ ରାୟପୁର ସହରରେ ଚାଲିଥିବା କଂଗ୍ରେସର ୮୫ତମ ଜାତୀୟ ଅଧିବେଶନରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଶନିବାର ରାୟପୁରରେ ପହଞ୍ଚିଥିଲେ । ତେବେ ତାଙ୍କୁ ସ୍ବାଗତ କରିବାକୁ ଯେପରି ଆୟୋଜନ କରାଯାଇଥିଲା ତାହାକୁ ନେଇ ଚର୍ଚ୍ଚା ହେଉଛି ।
ପ୍ରିୟଙ୍କା!-->!-->!-->…