Odia News Portal
Browsing Tag

swadhikar news

ସାଉଦିଆରବରୁ ଆସିବ ୧୦୦ରୁ ଅଧିକ ଆଇଏସଓ କଂଟେନର

ନୂଆଦିଲ୍ଲୀ /ଭୁବନେଶ୍ୱର : ଭାରତକୁ ସାଉଦିଆରବ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଂଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସଓ କଂଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ…

ଜାଣନ୍ତୁ ଲକଡାଉନରେ କାହା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି କୁଇନ୍ କଙ୍ଗନା

ହିମାଚଳ: ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ସବୁବେଳେ ହେଡ ଲାଇନ୍ ରେ ରହିଥା’ନ୍ତି | ଅଭିନେତ୍ରୀ କଙ୍ଗନା ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବୟାନ ବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ତେବେ ସେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସଙ୍ଗରେ ବକ୍ତବ୍ୟ ରଖି ନାହାଁନ୍ତି, ସେ ଦେଶ ବିଦେଶର…

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ଧିମା ପଡିଛି ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ଲଗାତାର ତୃତୀୟ ଦିନରେ କରୋନାର ଦୈନିକ ସଂକ୍ରମଣ ଦୁଇ ଲକ୍ଷରୁ କମ୍ ଆସିଛି। କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ତିନି ହଜାରରୁ ଅଧିକ ରହିଛି| କରୋନା ସହିତ ବ୍ଲାକ…

ଓଡିଶାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି: ନବୀନ

ଭୁବନେଶ୍ବର: ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା ।ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଆରମ୍ଭ ହୋଇଛି ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଛି।ଦୁଇବର୍ଷ ତଳେ ମେ’ ୨୯ରେ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ।ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି…

୫ ହଜାର ୨ଡିଜି ପ୍ୟାକେଟ୍ ଅର୍ଡର କଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କମିଛି ସଂକ୍ରମଣର ମାତ୍ରା ।କିନ୍ତୁ ଓଡ଼ିଶା ସରକାର ମହାମାରୀର ୩ୟ ଲହରକୁ ସାମ୍ନା କରିବାକୁ ଏବେ ଠାରୁ ଅଣ୍ଟା ଭିଡିଛନ୍ତି ।ଓଡିଶା ସରକାର କରୋନା ମୁକାବିଲା ପାଇଁ ୫ ହଜାର ୨ଡିଜି ପ୍ୟାକେଟ୍ ଅର୍ଡର କରିଛନ୍ତି । ଜୁନ ୧୦ ପରେ ୨ଡିଜି ଓଡିଶାକୁ ମିଳିବ…

5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର: ଆଜି 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଜନ୍ମଦିନ ।୨୦୦୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ,ଶ୍ରୀ ପାଣ୍ଡିଆନ ଯିଏକି ଓଡିଶାର ପରିବର୍ତ୍ତନ ଏବଂ ବିକାଶରେ ଏକ ମାଇଲ ଖୁଣ୍ଟି ଭାବରେ ପରିଚିତ, ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ପ୍ରତ୍ୟେକ ବିକାଶ ମୂଳକ କାର୍ଯ୍ୟରେ…

ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ । କରୋନା କାରଣରୁ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର…