Odia News Portal
Browsing Tag

swadhikar news

ରାଜ୍ୟରେ କମୁଛି ସଂକ୍ରମଣ: ଆଜି ୭୧୮୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୧୮୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪୭୧୪୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୬୨ ଜଣ ସ୍ଥାନୀୟ…

୨୦୦ ବର୍ଷ ପୁରୁଣା ଭୂତ ମାନଙ୍କର ଗାଆଁ କୁଲଧରା

ରାଜସ୍ଥାନ: ଏହି କାହାଣୀ ୨୦୦ ବର୍ଷ ପୁରୁଣା ଏକ ସମାଧାନ ହୋଇନଥିବା ରହସ୍ୟର | ଏହି କାହାଣୀ ଦେଶର ସବୁଠାରୁ ଭୟଭୀତ ଗାଁ କୁଲଧରା ବିଷୟରେ ଅଟେ | ଏକ ଅଭିଶାପ ଏହି ଗାଁକୁ ସବୁଦିନ ପାଇଁ ଜନଶୂନ୍ୟ କରିଦେଇଛି |ତେବେ ଏହି ଗାଁରେ କାହିଁକି କିଛି ଅଜବ ଦୁର୍ଘଟଣା ଘଟେ? କାହିଁକି ସେହି ରହସ୍ୟମୟ…

ମମତାଙ୍କ ଉପରେ ବର୍ଷିଲେ ରାଜନାଥ: କହିଲେ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜି ଘୂର୍ଣ୍ଣିବଳୟ ୟାସ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ବଙ୍ଗଳା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଗଜପତ୍ର ହସ୍ତାନ୍ତର କରି ତୁରନ୍ତ ଫେରି ଆସିବା ଘଟଣା ପ୍ରସଙ୍ଗରେ କେନ୍ଦ୍ର ପ୍ରତିରକ୍ଷା…

ମମତାଙ୍କ ଗଡ଼ରେ ମୋଦୀଙ୍କ ଅଧଘଣ୍ଟା ଅପେକ୍ଷା

କୋଲକାତା: ପଶ୍ଚିମବଙ୍ଗରେ ବାତ୍ୟା ୟାସ୍‌ରେ ଘଟିଥିବା କ୍ଷୟକ୍ଷତି ଉପରେ ସମୀକ୍ଷା କରିଛନ୍ତିି ପ୍ରଧାନମନ୍ତ୍ରୀ ।ତେବେ ଏହି ବୈଠକକୁ ମମତା ବାନାର୍ଜୀ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ।ତେବେ କେବଳ ମୁଖ୍ୟମନ୍ତ୍ରୀ ନୁହେଁ ରାଜ୍ୟର ମୁଖ୍ୟ ସଚିବ ମଧ୍ୟ ବିଳମ୍ବରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ…

ସ୍ଥାୟୀ ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: ପ୍ରଧାମନ୍ତ୍ରୀଙ୍କର ବାତ୍ୟା ସମୀକ୍ଷା ବୈଠକରେ ଓଡ଼ିଶାରେ ସ୍ଥାୟୀ ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି।ଓଡ଼ିଶା ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବାରୁ ଏକ ଦୀର୍ଘ ମିଆଦି ବ୍ୟବସ୍ଥା କରିବା ପାଇଁ…

ଝାଡ଼ଖଣ୍ଡରେ ପ୍ରବଳ ବର୍ଷା, ଫୁଲୁଛି ସୁବର୍ଣ୍ଣ ରେଖା

ଭୁବନେଶ୍ବର : ବାତ୍ୟା ୟାସ୍ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି ।ଫଳରେ ଝାଡଖଣ୍ଡରୁ ବହୁ ଜଳ ଆସିବା କାରଣରୁ ସୁବର୍ଣ୍ଣ ରେଖା ନଦୀରେ ବଢୁଛି ଜଳସ୍ତର । ଉପର ମୁଣ୍ଡାରେ ପ୍ରବଳ ପାଣି ପ୍ରବାହିତ ହେଉଥିବା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି । ବାଲିଆପାଳ ପ୍ରଶାସନ…

ଭୁବନେଶ୍ୱର ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟାଲ ସର୍ଭେ କରିବା ସହ ସ୍ଥିତିର ସମୀକ୍ଷା କରିବେ ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା…

ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟାଲ ସର୍ଭେ କରିବେ ମୋଦୀ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟାଲ ସର୍ଭେ କରିବା ସହ ସ୍ଥିତିର ସମୀକ୍ଷା କରିବେ ମୋଦୀ । ସକାଳ ୮ଟା ୫୦ରେ ନୂଆଦିଲ୍ଲୀରୁ ବାହାରି ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଁଚିବାର ସମୟ ଧାର୍ଯ୍ୟ…