Odia News Portal
Browsing Tag

swadhikar news

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତଙ୍କ ପରଲୋକ

ଭୁବନେଶ୍ୱର: ଆରପାରିରେ ଯୁବ ନେତା ସମ୍ବିତ ନନ୍ଦ । ଆଜି କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ତାଙ୍କର ଦେହାନ୍ତ ହୋଇଛି । ସୂଚନାନୁସାରେ, ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ସମ୍ବିତଙ୍କୁ ଏପ୍ରିଲ ୨୮ ରେ କଟକ ସ୍ଥିତ ଅଶ୍ୱୀନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ…

5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ହକି ଇଣ୍ଡିଆ ତରଫରୁ ବଡ଼ ସମ୍ମାନ

ଭୁବନେଶ୍ୱର: ଓଡିଶା ହକିରେ ଉଲ୍ଲେଖନୀୟ ଅବଦାନ ଏବଂ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କାର୍ତ୍ତିକେୟାନ୍ ପାଣ୍ଡିଆନଙ୍କୁ ହକି ଇଣ୍ଡିଆ ତରଫରୁ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି | ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଫ୍‌ଆଇଏଚ୍‌ର ୪୭…

୨୧ ବର୍ଷରେ ପାଦ ଥାପିଲେ ଶାହାରୁଖଙ୍କ ଲାଡଲି ସୁହାନା

ମୁମ୍ୱାଇ: ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଆଜି ୨୧ ବର୍ଷରେ ପାଦ ଥାପିଛନ୍ତି। ଯଦିଓ ସୁହାନା ବଲିଉଡରେ ପ୍ରବେଶ କରିନାହାଁନ୍ତି, ତଥାପି ସେ ସୋସିଆଲ ମିଡିଆରେ ଜଣେ ଷ୍ଟାରଠାରୁ କମ୍ ନୁହଁନ୍ତି | ସୁହାନା ସୋସିଆଲ ମିଡିଆରେ ବହୁତ ସକ୍ରିୟ, ଯେଉଁଠାରେ ସେ ତାଙ୍କ ପ୍ରଶଂସକଙ୍କ ସହ ବହୁତ ଜଡିତ…

ଆସୁଛି ବାତ୍ୟା ‘ୟଶ୍’: ପ୍ରସ୍ତୁତି ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟଶ୍। ଏନେଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସକାଳେ ଏହା ଲଘୁଚାପର ରୂପ ନେଇଥିବା ସମୟରେ ଆଗାମୀ ୨୪…

ଜୈବ ବିବିଧତା ଦିବସର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର:ପ୍ରତିବର୍ଷ ୨୨ ମେ’ରେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଏ | ଏହାକୁ ‘ବିଶ୍ୱ ଜୈବ ବିବିଧତା ସଂରକ୍ଷଣ ଦିବସ’ ମଧ୍ୟ କୁହାଯାଏ। ମିଳିତ ଜାତିସଂଘ ଦ୍ୱାରା ଏହା ଆରମ୍ଭ ହୋଇଥିଲା | ଆମ ଜୀବନରେ ଜୈବ ବିବିଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ପ୍ରାକୃତିକ ଏବଂ ପରିବେଶ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟାସ୍ । ଏନେଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସକାଳେ ଏହା ଲଘୁଚାପର ରୂପ ନେଇଥିବା ସମୟରେ ଆଗାମୀ…

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଜୈବ ବିବିଧତା ଦିବସ…

ଭୁବନେଶ୍ୱର: ପ୍ରତିବର୍ଷ ୨୨ ମେ'ରେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଏ | ଏହାକୁ 'ବିଶ୍ୱ ଜୈବ ବିବିଧତା ସଂରକ୍ଷଣ ଦିବସ' ମଧ୍ୟ କୁହାଯାଏ। ମିଳିତ ଜାତିସଂଘ ଦ୍ୱାରା ଏହା ଆରମ୍ଭ ହୋଇଥିଲା | ଆମ ଜୀବନରେ ଜୈବ ବିବିଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ପ୍ରାକୃତିକ ଏବଂ ପରିବେଶ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ୟଶ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଅପରାହ୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁୁତ୍ଵପୂୂର୍ଣ୍ଣ ସମୀକ୍ଷା ବୈଠକ।ଏହି ବୈଠକରେ ୧୪ ଜିଲ୍ଲାର ଜିଲ୍ଲାପାଳ…