Odia News Portal
Browsing Tag

swadhikar news

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ, ମୁହାଁମୁହିଁ ହେବେ ଶାସକ-ବିରୋଧୀ

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ। କମ୍ପିବ ଗୃହ । ମୁହାଁମୁହିଁ ହେବେ ଶାସକ-ବିରୋଧୀ । ସରକାରଙ୍କୁ ଘେରିବାକୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । କାଉଣ୍ଟର ପାଇଁ ପୁରା ତୟାର ଶାସକ ଦଳ। ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ତିନି ପ୍ରମୁଖ ଦଳର ବିଧାୟକ…

ଯୋଗଦେବେ ରାଷ୍ଟ୍ରପତି: ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧିତ କରିବେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅପରାହ୍ଣ ୨ଟାରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ। ଅପରାହ୍ଣ ୪ଟାରେ ରାଜଭବନ ପରିସରରେ ନୂଆ କଳିଙ୍ଗ ଅତିଥି ନିବାସକୁ ଲୋକାର୍ପଣ କରିବେ…

ସନ୍ଧ୍ୟା ହେଲେ ଭାଲୁ ଭୟ, ବାହାରକୁ ବାହାରୁ ନାହାନ୍ତି ଲୋକ

ସନ୍ଧ୍ୟା ହେଲେ ଭାଲୁ ଭୟ । ବାହାରକୁ ବାହାରୁ ନାହାନ୍ତି ଲୋକ । କୋରାପୁଟ ଜିଲ୍ଲା କୁନ୍ଦୁରା ଅଞ୍ଚଳରେ ଭାଲୁ ଆତଙ୍କ। ଦୁଇ ସପ୍ତାହ ହେଲା ପ୍ରତିଦିନ ଆସୁଛନ୍ତି ଏକାଧିକ ଭାଲୁ । ନାକେଦମ୍ ହେଲାଣି ବନବିଭାଗ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଭାଲୁ। ହୋଟେଲ, ଜଳଖିଆ ଦୋକାନ, ଫଳ ଦୋକାନ…

ଗୋଟିଏ ରାତିରେ ୪୮ ଚୋରା ବାଲିବୋଝେଇ ହାଇୱା ଜବତ: ଉତ୍ତୋଳନରେ ବ୍ୟବହୃତ ୪ ଜେସିବି ଧରାପଡ଼ିଲା, ୧୦ ଅଟକ

ଜଗତସିଂହପୁର ଜିଲ୍ଲାରେ ବଢ଼ିଚାଲିଛି ବାଲି ମାଫିଆଙ୍କ ଚୋରା ବାଲି ଚାଲାଣ।ଆଳିପିଙ୍ଗଳ ବାଲିଘାଟ ରୁ ରାତିରେ ଚୋରିହେଉଛି ଶହଶହ ଟ୍ରୀପ୍ ବାଲି।ଚୋରା ବାଲି ମାଫିଆଙ୍କ କବଜାରେ ଆଳିପିଙ୍ଗଳ ବାଲିଘାଟ।ସରକାରୀ କାଗଜ ପତ୍ର ନଥାଇ ଚାଲିଛି ବାଲି ଚାଲାଣ।ମାଲାମାଲ ହେଉଛନ୍ତି ବାଲି ମାଫିଆ।ସବୁଦେଖି ଚୁପ…

ଶ୍ରୀରାମ ମନ୍ଦିର ଶିଖରରେ ଉଡ଼ିଲା ଧର୍ମଧ୍ୱଜା, ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ରାମ ମନ୍ଦିର ଉପରେ ସ୍ଥାପନା ହୋଇଛି ଧର୍ମ ଧ୍ୱଜା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସ୍ଥାପନା କରିଛନ୍ତି । ରାମଲାଲଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ପ୍ରଧାନମନ୍ତ୍ରୀ ଓ ମୋହନ ଭାଗବତଙ୍କ ହାତରେ ହୋଇଛି ଏହି ଧ୍ୱଜାରୋହଣ ।…

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୯ ଶିଶୁଙ୍କ ସମେତ ଜଣେ ମହିଳା ମୃତ

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଆକ୍ରମଣରେ ୯ ଶିଶୁଙ୍କ ସମେତ ଜଣେ ମହିଳା ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ସେନା ଆପାଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଭୟଙ୍କର ଆକ୍ରମଣ କରିଛି । ତାଲିବାନ ଏନେଇ ସ୍ପଷ୍ଟ କରିଛି । ତାଲିବାନ ସରକାରଙ୍କ ମୁଖପାତ୍ର ଜବୀହୁଲ୍ଲାହ ମୁଜିହାଦ…

ବିଜେଡିର ପଦ ଛାଡ଼ିଲେ ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ପରବର୍ତ୍ତୀ ଆଭିମୁଖ୍ୟ ଉପରେ ନଜର

ପୁଣି ବିଜେଡିରେ ହଲଚଲ୍। ଦଳୀୟ ପଦ ଛାଡ଼ିଲେ ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଏହାପରେ…

ସରଗରମ ହେବ ଅଧିବେଶନ: ବୁଥ୍‌ ରିଗିଂରୁ ବାଲି‌ଚୋରି ଯାଏଁ, ବିରୋଧୀଙ୍କ ପାଖରେ ମାଳମାଳ ପ୍ରସଙ୍ଗ

ନୂଆପଡ଼ା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଲା ବିଜେପି। ଦୃଢ଼ ମନୋବଳ ନେଇ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାକୁ ଓହ୍ଲାଇବ ଶାସକ ଦଳ। ସେପଟେ ପରାଜୟକୁ ସ୍ବୀକାର କରୁନାହାନ୍ତି ବିରୋଧୀ। ଭୋଟ ଅନିୟମିତତା ପ୍ରସଙ୍ଗ ଧରି ସରକାରଙ୍କୁ ଘେରୁଛି ବିଜେଡି। ଆଉ କଂଗ୍ରେସ ବି…

ସୁପ୍ରିମ କୋର୍ଟର ଚିଫ୍ ଜଷ୍ଟିସ ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ରାଷ୍ଟ୍ରପତି କରାଇଲେ ଶପଥପାଠ

ଆଜି ଶପଥ ନେଲେ ନୂଆ CJI । ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ମହାମହିମ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ସେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇଙ୍କ ସ୍ଥାନ…

ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ, ଦୀର୍ଘଦିନରୁ ସ୍ବାସ୍ଥ୍ୟାବସ୍ଥା ଥିଲା ଗୁରୁତର

ପରଲୋକରେ ହି-ମ୍ୟାନ୍ । ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ବାସଭବନରେ ନେଲେ ଶେଷ ନିଶ୍ବାସ। ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାପରେ ସୋମବାର ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର…