Odia News Portal
Browsing Tag

swadhikar news

ଏସସିବିରୁ୧୪ ଶିଶୁ ନିଖୋଜ ଘଟଣା, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ତଦନ୍ତ ଆରମ୍ଭ

ଏସସିବି ମେଡିକାଲରୁ ୧୪ ଶିଶୁ ନିଖୋଜ ଅଭିଯୋଗର ତଦନ୍ତ ଆରମ୍ଭ । ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପହଞ୍ଚିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ତାଙ୍କ ସହ ଦୁଇ ଜଣ ସଦସ୍ୟ ମନସ୍ମିତା ଖୁଣ୍ଟିଆ ଓ କସ୍ତୁରୀ ମିଶ୍ର ଉପସ୍ଥିତ ଅଛନ୍ତି । ନବଜାତ ଶିଶୁ କିପରି ନିଖୋଜ…

ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ, ୨ ଗରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ । ଭଦ୍ରକ ଜିଲ୍ଲା ଜାମୁଝାଡି ବାସୁଦେବପୁର ରାସ୍ତାର ମାତାଜୀ ମଠ ବରଫ କଳ ସାମ୍ନାରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକା ଦେଲା ଟ୍ରକ । ୨ ଗରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଆଜି ଧାମରାରୁ ଭୁବନେଶ୍ୱର…

ଶୁଣିଲାନି ବ୍ୟାଙ୍କ, ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଁଚିଲେ ଭାଇ

ଜମା ଟଙ୍କା ପାଇଁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ୍ ରେ ପହଁଚିଲେ ଭାଇ । କହିଲେ କଙ୍କାଳ ଆଣିଛି ଟଙ୍କା ଦିଅ । ଏଭଳି ହୃଦୟ ବିଦାରକ ଦୃଶ୍ୟକୁ ନେଇ ସବୁଠି ଚର୍ଚ୍ଚା । ସାମାନ୍ୟ କିଛି ହଜାର ଟଙ୍କା ହୁଏତ ଅନେକଙ୍କ ନିମନ୍ତେ ମୂଲ୍ୟହୀନ ହୋଇଥାଇପାରେ, କିନ୍ତୁ ଏକ ଗରିବ ବ୍ୟକ୍ତି ପାଇଁ ଏହା ଆଉ କିଛି…

ତାତିରେ ସିଝୁଛି ସାରା ଓଡ଼ିଶା, ୨୦ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ତାତିରେ ସିଝୁଛି ସାରା ଓଡ଼ିଶା । ଆଜି ଝାରସୁଗୁଡାରେ ସର୍ବାଧିକ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସର୍ବନିମ୍ନ ତାପମାତ୍ରା ଜଗତସିଂହପୁରରେ ୨୩ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତାକାଲି ଗ୍ରୀଷ୍ଣ ପ୍ରବାହ ନେଇ ଝାରସୁଗୁଡା, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ନୟାଗଡ,…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ , ଗିରଫ ହେଲେ ଆକାଉଣ୍ଟସ ମ୍ୟାନେଜର

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତତ୍କାଳୀନ ଆକାଉଣ୍ଟସ ମ୍ୟାନେଜର ପରମେଶ୍ୱର ନାୟକଙ୍କୁ ପୋଲିସ ଗିରଫ କରିଛି । ଡାକ୍ତରଖାନାରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଦେବଗଡ ଥାନା…

ମୟୂରଭଞ୍ଜ ଆଦିବାସୀ ନାବାଳିକା ହରିୟାଣାରୁ ଉଦ୍ଧାର, ଚାକିରି ଲୋଭ ଦେଖାଇ ବିକ୍ରି କରିଥିଲା ଦଲାଲ୍‌

ଚାକିରି ପ୍ରଲୋଭନ ଦେଖାଇ ଦିଲ୍ଲୀରେ ବିକ୍ରି ହୋଇଥିବା ଆଦିବାସୀ ନାବାଳିକାଙ୍କୁ ହରିୟାଣାରୁ ଉଦ୍ଧାର କରିଛି ମୟୂରଭଞ୍ଜର ସ୍ବତନ୍ତ୍ର ପୋଲିସ । ଗତ 5 ବର୍ଷ ତଳେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡ଼ିମୁଣ୍ଡି ଗାଁର ଜଣେ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇ…

ଆଜି କେମିତି କଟିବ

ମେଷ: ଆଜି ରାଶି ପରିବର୍ତ୍ତନ, ମଙ୍ଗଳବାର, ଏପ୍ରିଲ ୨୮, ୨୦୨୬, ଚନ୍ଦ୍ର କନ୍ୟା ରାଶିରେ ପ୍ରବେଶ କରିବେ । ଆପଣଙ୍କ ପାଇଁ ଚନ୍ଦ୍ର ଷଷ୍ଠ ଘରେ ଅବସ୍ଥାପିତ ହେବେ । ଦୀର୍ଘକାଳୀନ ଆର୍ଥିକ ଯୋଜନା ପାଇଁ ଦିନଟି ଅନୁକୂଳ । ଆର୍ଥିକ ଏବଂ ବୃତ୍ତିଗତ ଦୃଷ୍ଟିକୋଣରୁ, ଦିନଟି ଲାଭଦାୟକ ସାବ୍ୟସ୍ତ ହେବ ।…

ଟ୍ରମ୍ପକୁ ଗୁଳିମାଡ଼ କରିଥିବା ଦୁର୍ବୃତ୍ତ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର, ଭିଡିଓ ଗେମ୍ ଡେଭଲପର

ଫେଲ୍ ମାରିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଯୋଜନା । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ତେବେ ଗୁଳିମାଡ କରିଥିବା ଦୁର୍ବୃତ୍ତକୁ ସୁରକ୍ଷାକର୍ମୀ ଧରିଛନ୍ତି । ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟହାଉସରେ ଡିନର ଚାଲିଥିବା ବେଳେ ହୋଇଥିବା ଗୁଳିକାଣ୍ଡ ମାମଲାରେ…

ଆଜି କେମିତି କଟିବ

ମେଷ: ଆଜି ଆପଣଙ୍କୁ ଆପଣଙ୍କର ଆକ୍ରମଣାତ୍ମକ ସ୍ୱଭାବକୁ ନିୟନ୍ତ୍ରଣ କରିବାକୁ ପଡିବ । ଆପଣ ଶାରୀରିକ ଏବଂ ମାନସିକ କ୍ଳାନ୍ତି ଅନୁଭବ କରିବେ । ଆପଣଙ୍କ କଠିନ ପରିଶ୍ରମ ସତ୍ତ୍ୱେ, ଆପଣ ଇଚ୍ଛିତ ସଫଳତା ପାଇପାରିବେ ନାହିଁ । ଆପଣ ଆପଣଙ୍କ ପିଲାମାନଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି ।…

ଚାରମିନାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଭୟରେ ବଗିରୁ ଡେଇଁଲେ ଯାତ୍ରୀ

ଆଜି ସକାଳେ ତେଲେଙ୍ଗାନାର ଆଲେର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ତେଲେଙ୍ଗାନାର ଭୁବନଗିରି ଜିଲ୍ଲାରେ ଥିବା ଅଲେର ରେଲୱେ ଷ୍ଟେସନ୍ ନିକଟରେ ଚାରମିନାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଧୂଆଁ ଦେଖିବା ମାତ୍ରେ ରେଲୱେ…