Odia News Portal
Browsing Tag

swadhikar news

ଭଦ୍ରକରୁ ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ: ଆକ୍ସନ ମୋଡରେ ଭଦ୍ରକ ପୁଲିସ | ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବେଆଇନ କାର୍ଯ୍ୟ ସହିତ ଅପରାଧିକ କାର୍ଯ୍ୟକଳାପ ଉପରେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ | ପ୍ରତିଦିନ ଗିରଫଦାରୀ ସହ କରାଯାଉଛି ଲକ୍ଷାଧିକ ଟଙ୍କାର ଜୋରିମାନ | କିନ୍ତୁ ଜିଲ୍ଲାରେ ଧଳା ଜହର ଅର୍ଥାତ ବ୍ରାଉନ ସୁଗାର…

ଥାନାରେ ପଶିଲା ବାଘ ଛୁଆ

କଳାହାଣ୍ଡି: ଥାନାରେ ବାଘ ଛୁଆ । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାର । କଥାଟି ଶୁଣିବା ପରେ ମନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ସିସିଟିଭି ସାମ୍ନାକୁ ଆଣିଛି କଥା ପଛର ସତ | ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଦୁଇଟି ବାଘ ଛୁଆ ଅନ୍ଧାର ରାତିରେ ଥାନାର ଫାଟକ ଦେଇ ପ୍ରବେଶ…

ସମଲିଙ୍ଗୀ ବିବାହ ପାଇଁ ମହାଭାରତ

ଯାଜପୁର: ସମଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା । ଜୀବନ ଉପରେ ବିପଦରେ ଅଛି କହି ଥାନାରେ ଆଶ୍ରୟ ନେଲେ ସମଲିଙ୍ଗୀ ଦମ୍ପତି । ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ ଏହି ଦମ୍ପତି । ଦୁଇଜଣ ଦୁଇଜଣକୁ ପାଇ ସୁଖରେ ସଂସାର ଗଢ଼ିବା ପରେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି…

ପୋଲିସ ଜିପ୍ ପୋଡ଼ି ମାମଲାରେ ୬ ଗିରଫ

ଭଦ୍ରକ: ପୋଲିସକୁ ମାଡ଼ ମାରିବା ଏବଂ ପୋଲିସ ଗାଡ଼ି ଜାଳିବା ଘଟଣାରେ ଏବେ ଆକ୍ସନ ମୋଡରେ ଭଦ୍ରକ ପୁଲିସ |ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି | ଗିରଫ ୬ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି ତିହିଡ଼ି ପୋଲିସ | ଗିରଫ…

ଲୁଟ୍ ରୁ ଧରା ପଡ଼ିଲା ଜିଏସ୍‌ଟି ଠକେଇ

ରାଉରକେଲା: ଡ୍ରାଇଭରଙ୍କୁ ମାଡ଼ ମାରି ଟ୍ରକ ଲୁଟ କରୁଥିଲେ ଦୁର୍ବୃତ୍ତ | ଜିଏସ୍‌ଟି ଠକେଇ କରି ଲୁଟ୍ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ୨ଟି ରିଫାଇନ ତେଲ ବୋଝେଇ ଗାଡ଼ି ଜବତ। ଜିଏସ୍‌ଟି ଫାଙ୍କି ଅଭିଯୋଗରେ ସୋୟାବିନ ତେଲ ବୋଝେଇ ଟ୍ରକ୍‌କୁ ଜବତ କରିବା ପରେ ସାମ୍ନାକୁ ଆସିଛି ପୂରା ଘଟଣା। …

ଯୁବକଙ୍କୁ ଧକ୍କା ଦେଲା କାର

ନୟାଗଡ଼: ଯୁବକଙ୍କୁ ଧକ୍କା ଦେଲା କାର | ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଓସ୍କେଇଖୋଲ ଛକ ନିକଟରେ | ସୂଚନା ଅନୁସାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାରଟି ଓସ୍କେଇଖୋଲ ଛକ ନିକଟରେ ଯୁବକକୁ ପଛ ପଟକୁ ଧକ୍କା ଦେଇଥିଲା | ଯାହାଫଳରେ…

ଆଉ ୨ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ…