Odia News Portal
Browsing Tag

swadhikar news

ଜଗା ଦର୍ଶନ କଲେ ପୁରୀ ବାସିନ୍ଦା

ଦୀର୍ଘ ୯ମାସର କଡ଼ା ଧର୍ଯ୍ୟ ପରେ ଆଜି ଶ୍ରୀ ମନ୍ଦିରରେ ଜଗା ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ପୁରୀ ବାସିନ୍ଦା । ଆଜି ପୁରୀ ସହରର ୭ଟି ୱାର୍ଡବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିଥିବା ବେଳେ ସକାଳ ସାଢ଼େ ୭ଟାରୁ ଧାଡ଼ି ଲଗାଇଥିଲେ ଦର୍ଶନାର୍ଥୀ । ସେମାନଙ୍କୁ ମିଳିଥିବା ଟୋକନ୍…

ସୁଧୁରୁଛି ସୁପରଷ୍ଟାର୍ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା

ଟଲିଉଡ୍ ସୁପରଷ୍ଟାର୍ ରଜନୀକାନ୍ତ ଶୁକ୍ରବାର ହସ୍ପିଟାଲେର ଭର୍ତ୍ତି ହୋଇଥିଲେ । ସେ ନିଜ ଆଗାମୀ ଚଳଚ୍ଚିତ୍ର ଆନ୍ନାନ୍ଥେର ଶୁଟିଂ ବେଳେ ହଠାତ ତାଙ୍କ ରକ୍ତଚାପ ବୃଦ୍ଧି ପାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଜା ସୂଚନା…

ଦୀର୍ଘ ୯ ମାସର ଅପେକ୍ଷା ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ୯ ମାସର ଅପେକ୍ଷା ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । କୋଭିଡ୍ କଟକଣା ଭିତରେ ଆସନ୍ତାକାଲିଠାରୁ ଏକ୍ରାମ କ୍ଷେତ୍ର ଖୋଲିବ । କାଲିଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ ଅନୁମତି ପ୍ରଦାନ କରାଯାଇଛି । ତେବେ ମନ୍ଦିର…

ଜମ୍ମୁ-କାଶ୍ମୀରରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ-କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ । ଏହାସହ ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ…

ପରୀ ଘଟଣାର ସିବିଆଇ ତଦନ୍ତ ଦାବିକଲେ ଧର୍ମେନ୍ଦ୍ର

ଢେଙ୍କାନାଳ: ପରୀ ମାମଲାର ତଦନ୍ତକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।ସେ କହିଛନ୍ତି ଯେ ଘଟଣାର ତଦନ୍ତ କରାଗଲେ ସବୁ ଘଟଣା ପଦାକୁ ଆସିବ ଆସିପାରିବ । ଏହାସହ ପରୀ ମାମଲାରେ ତା ବାପା, ମା’ କିଛି…

୧୯୫ ରନରେ ଅଲ୍‌ଆଉଟ୍ ଅଷ୍ଟ୍ରେଲିଆ ଦଳ

ମେଲବର୍ଣ୍ଣ: ମେଲବର୍ଣ୍ଣର ଏମସିଜି ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ମାତ୍ର ୧୯୫ ରନରେ ଅଲ୍‌ଆଉଟ୍ ହୋଇଛି ଅଷ୍ଟ୍ରେଲିଆ ଦଳ । ପ୍ରଥମ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରାରମ୍ଭିକ ବ୍ୟାଟିଂରେ ଦଳ ବିପର୍ଯ୍ୟୟର…

କୃଷି ଓ କୃଷକଙ୍କ ପାଇଁ କେନ୍ଦ୍ର ଦେଲାଣି ୬୦ ହଜାର କୋଟି: ଧର୍ମେନ୍ଦ୍ର

ଢେଙ୍କାନାଳ: ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ ଦେଇ…

ଧଳ ସାମନ୍ତଙ୍କ ଘରୁ ପୁଣି ବନ୍ଧୁକ ଗୁଳି ସହ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ଗତକାଲି ଠାରୁ କମିଶନରେଟ ପୋଲିସ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେଶନ ଆଜି ଶେଷ ହୋଇଛି | ସର୍ଚ୍ଚ ଅପରେଶନ ଶେଷରେ ତାଙ୍କ ଘରେ ଥିବା ସିକ୍ରେଟ ଚ୍ୟାମ୍ବରରୁ ୩ଟି ବନ୍ଧୁକ ଓ ୧୭୫ ରାଉଣ୍ଡ ଗୁଳି,କେତେକ ମାଗାଜିନ ସହ ନଗଦ ୧୬.୫ ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି କଟକ ଡିସିପି…

ରାଜ୍ୟରେ ଆଉ ୪ ଜଣଙ୍କର ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…

ବିଜେଡି ପ୍ରତିଷ୍ଠା ଦିିବସ: ମହିଳା କାର୍ଡ ଖେଳିଲେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିିବସ । ଏହି ଅବସରରେ ଦଳର କର୍ମୀ ଠୁ ନେତା ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ତେବେ ଉଦବୋଧନରେ ମହିଳା କାର୍ଡ ଖେଳିଛନ୍ତି ନବୀନ । ମହିଳା ସଶକ୍ତିକରଣ ଓ ମହିଳା ବିକାଶ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି…