କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ବିଜେପି ସାଂସଦ
ନୂଆଦିଲ୍ଲୀ: ରାଜ୍ୟର ଅନେକ ସମସ୍ୟା ନେଇ କେନ୍ଦ୍ର ରେଳ ଏବଂ ଶିକ୍ଷା ମନ୍ତ୍ରୀଙ୍କୁ ରେଳ ଭବନରେ ଭେଟିଲେ ଓଡ଼ିଶା ବିଜେପି ସାଂସଦ । ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ସାଂସଦମାନେ ଦାବି ପତ୍ର ଦେବା ସହ ଆଲୋଚନା କରିଛନ୍ତି। କଳାହାଣ୍ଡିରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଦାବି ରଖିଛନ୍ତି ସାଂସଦ!-->…
