ପୁଣି ସଂସଦରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି
ନୂଆଦିଲ୍ଲୀ: ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ଅନେକ ଦିନ ହେବ ଦାବି ହୋଇ ଆସୁଛି । ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ଶୂନ୍ୟ କାଳରେ ଡ. ପାତ୍ର କହିଥିଲେ କି ମାନ୍ୟବର ମୁ୍ଖ୍ୟମନ୍ତ୍ରୀ ନବୀନ!-->…
