Odia News Portal
Browsing Tag

swadhikar

ଜବରଦସ୍ତ ବିଜୟ ସହ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଅଲିମ୍ପିକ୍ସ ୨୦୨୦ ପୁରୁଷ ହକିରେ ଭାରତ କାଂସ୍ୟ ପଦକ ହାସଲ କରିଛି। ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍ସ ପଦକ ବିଜୟୀ ହେବାର ଗୌରବ ଲାଭ କରିଛି। ଶେଷଥର ପାଇଁ ୧୯୮୦ରେ…

ନିୟମ ନମାନିଲେ ପୁଣି ଲକଡାଉନ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସମ୍ପୂର୍ଣ୍ଣ ଭାବେ କମି ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କରୋନା କଟକଣାକୁ ମାନି ଚଳିବା ସହ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ ମାନି ଚଳିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । କୋଭିଡ…

ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆଜିଠାରୁ ରାଜ୍ୟର କିଛି ଧର୍ମାନୁଷ୍ଠାନ ଖୋଲିଛି । ତେବେ ଶ୍ରୀମନ୍ଦିର କେବେ ଖୋଲିବ ତାକୁ ନେଇ ସବୁଠି ଆରମ୍ଭ ହୋଇଥିଲା ଚର୍ଚ୍ଚା । ତେବେ ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ । ପ୍ରଥମ ୫ଦିନ କେବଳ ପୁରୀ ବାସୀ…

ଭଦ୍ରକ ସ୍ୱଂୟ ଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟିଲେ ପୁରାତନ ଛାତ୍ର ସଂସଦର ପ୍ରତିନିଧି ମଣ୍ଡଳୀ

ଭଦ୍ରକ: ଆସନ୍ତାବର୍ଷ ହେବାକୁ ଯାଉଛି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲି । ତେବେ କିଭଳି ଭାବରେ ଏହାକୁ ପାଳନ କରାଯିବ ଏନେଇ ଆଲୋଚନା କରିବାକୁ କଲେଜର ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ପୁରାତନ ଛାତ୍ର ସଂସଦର ପ୍ରତିନିଧି ମଣ୍ଡଳୀ । ତେବେ ଡାଇମଣ୍ଡ ଜୁବୁଲି ଅବସରରେ କିଭଳି ରାଜ୍ୟ…

ଆଜି ସଦ୍ଧ୍ୟା ୭ଟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସଦ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ସଦ୍ଧ୍ୟା ୭ଟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ କଣ ସମ୍ବୋଧନ କରିବେ ତାଉପରେ ସମସ୍ତଙ୍କ ନଜର । ତେବେ କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ବୋଲି କୁହାଯାଉଛି…

ନଜର ପକାନ୍ତୁ ଟୋକିଓ ଅଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତିଛି

ଟୋକିଓ: ସଂପ୍ରତି ଚାଲିଥିବା ଅଲିମ୍ପିକ୍ସକୁ ନେଇ ସବୁଠି ଚର୍ଚ୍ଚା । ପଦକ ଲାଗି ସବୁ ଦେଶ ମଧ୍ୟରେ ଲାଗିଛି କଡା ଟକ୍କର । ଦେଶର ଟେକକୁ ରଖିବା ଲାଗି ଜି ଜାନ ଲଗାଇ ଦେଉଛନ୍ତି ଖେଳାଳୀ । ତେବେ ଏହି ପଦକ ତାଲିକାରେ ଉପରେ ରହିଛି ଚାଇନା । ଚାଇନା-ସ୍ୱଣ୍ଣ- ୩୨, ରୌପ୍ୟ- ୨୧, ବ୍ରୋଞ୍ଚ ୧୬…

ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଅଲିମ୍ପିକ୍ସରେ ପ୍ରଥମରୁ ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ୨-୧ରେ ହାରିଛି ମହିଳା ହକି ଦଳ । ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଛି ଦଳ । ପ୍ରଥମ ଗୋଲ ଭାରତ ଦେଇଥିଲେ ସୁଦ୍ଧା ଶେଷ ସମୟରେ ପରାସ୍ତ ହୋଇଥିଲା । ବ୍ରୋଞ୍ଚ ପଦକ ଲାଗି ଲଢ଼ିବ ମହିଳା ହକି ଦଳ ।

ରବି ଦହିଆଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସରେ ରେସଲିଂରେ ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳୀ ରବିକୁମାର ଦହିଆ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜର ଟ୍ୱିଟର ପେଜରେ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା…

ଗୋଟିଏ ଦିନ ଲାଗି ଗୃହରୁ ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହୋ ହାଲ୍ଲାକୁ ନେଇ ଆକ୍ସନ ମୋଡରେ ରାଜ୍ୟସଭା ସଭାପତି । ଏହି କ୍ରମରେ ଆଜି ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ୬ ଜଣ ଟିଏମସି ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କୁ ଗୃହରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି ।…

ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଟ୍ରଫ୍-ଲାଇନ୍ ଏବେ ପୂର୍ବରେ ଉତ୍ତରମୁହାଁ ହୋଇଛି । ଏହା ଏବେ ବିହାର, ଉତ୍ତରବଙ୍ଗ, ବାଂଲାଦେଶ ମଧ୍ୟ ଦେଇ ଗତି କରୁଛି । ଏଣୁ ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଜାରି ରହିଛି । ସେହିପରି ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମୁଦ୍ର ପତ୍ତନଠାରୁ…