ଭାରତୀୟ ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତ ପଦକ ଜିତିଛି । ଯାହାକୁ ନେଇ ସବୁଠି ଦେଖିବାକୁ ମିଳିଛି ଖୁସିର ଲହରୀ । ତେବେ ଭାରତୀୟ ହକି ଦଳକୁ ପ୍ରଯୋଜନା କରୁଛି ଓଡ଼ିଶା । ଭାରତୀୟ ଦଳର ବିଜୟର ଶ୍ରେୟ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଉଛି । ତେବେ ଏହାରି ଭିତରେ!-->…
