Odia News Portal
Browsing Tag

swadhikar

ଆଜି ରାଜ୍ୟରେ୧୫୫୮ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୦୪ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୦, ବାଲେଶ୍ୱର…

ବକ୍ସିଂରେ ଭାରତ ଲାଗି ପଦକ ନିଶ୍ଚିତ କଲେ ଲଭ୍‌ଲିନା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର କମାଲ । ବକ୍ସିରେ ପଦକ ନିଶ୍ଚିତ । ଭାରତକୁ ମିଳିବ ଆଉ ଏକ ପଦକ । ମହିଳା ମୁଷ୍ଟିଯୁଦ୍ଧା ୬୯ କିଲୋ କ୍ବାର୍ଟର ଫାଇନାଲରେ ଚାଇନାର ନିଏନ ଚିନ ଚେନଙ୍କୁ ପରାସ୍ତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛନ୍ତି। ଭାରତୀୟ ବକ୍ସର ଲଭଲିନା କ୍ୱାର୍ଟର ଫାଇନାଲରେ ନିଜର…

ରେଲୱେ ମନ୍ତ୍ରୀଙ୍କ ନକଲି ପିଏ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ଗିରଫ ହେଲା ଅଭିଯୁକ୍ତ ଗୋପାଳ ଶତପଥୀ ଗିରଫ ଓ ଗିରଫ କଲା ଚନ୍ଦ୍ରଶେଖର ପୁର ଥାନା ପୋଲିସ । ରେଲୱେ ଅଧିକାରୀଙ୍କ ବଦଳି, ଚାକିରୀ, ମେଡିକାଲ ଇକ୍ୟୁପମେଣ୍ଟ ଇତ୍ୟାଦି ଗୋଟିଏ ଚୁଟକୀରେ କରେଇଦେବାର ଲୋଭ ଦେଖାଇ ଅଫିସରଙ୍କୁ ଚୁନା ଲଗାଉଥିଲା ଏହି ୪୨୦ ଠକ ।ଦିଲ୍ଲୀରେ ରହି…

ଆଜି ବାବୁଶାନଙ୍କ ଜନ୍ମଦିନ

ଭୁବନେଶ୍ୱର: ଓଲିଉଡ଼ ଜଗତର ଚକୋଲେଟ ବଏ ବାବୁଶାନଙ୍କ ଆଜି ହେଉଛି ଜନ୍ମଦିନ । ୩୨ ବର୍ଷରେ ପାଦ ଥାପିଛନ୍ତି ସେ । ଓଲିଉଡ଼ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ସୁଯୋଗ୍ୟ ସନ୍ତାନ ହେୁଛନ୍ତି ବାବୁଶାନ । ନିଜର ସୁନ୍ଦର ଅଭିନୟ ଏବଂ ଗୀତ ଲାଗି ସାରା ଓଡ଼ିଶାରେ ଦର୍ଶକଙ୍କ ମଧ୍ୟରେ ନିଜର…

ଆଜିଠୁ ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଅଫଲାଇନରେ ଆରମ୍ଭ ହୋଇଛି ମେଟ୍ରିକ ପରୀକ୍ଷା । ପ୍ରକାଶିତ ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଆଜି ଦେବେ ପରୀକ୍ଷା । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍…

ବାବାଙ୍କ ମୂର୍ତ୍ତି କେଉଁ ଦିଗରେ ସ୍ଥାପନ କରାଯାଏ

ଭୁବନେଶ୍ୱର: ଯେକୌଣସି ଦିଗକୁ ସାମନା କରି ବାବାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯାଇପାରେ । ଦ୍ୱାରକାମାୟୀ ମସଜିଦରେ ବାବା ପୂର୍ବ ଦିଗକୁ ମୁହଁ କରି ବସୁଥିଲେ । ଗୁରୁସ୍ଥାନରେ ସେ ପଶ୍ଚିମ ଦିଗକୁ ମୁହଁ କରି ବସୁଥିଲେ । ସମାଧି ମନ୍ଦିରରେ ତାଙ୍କର ମସ୍ତକ ଉତ୍ତର ପାଶ୍ୱର୍କୁ ଅଛି । ତେବେ ଏଠାରେ…

ଗୋପୀନାଥପୁର- ବୈଦେଶ୍ୱର ସେତୁର ସମୀକ୍ଷା କଲେ କ୍ରିଷନ୍ କୁମାର

ବଡମ୍ବା: ବଡମ୍ବା ବିଧାୟକ ଦେବୀ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ମହାନଦୀରେ ନିର୍ମାଣାଧୀନ ଗୋପୀନାଥପୁର – ବୈଦେଶ୍ୱର ସେତୁର ଚୂଡାନ୍ତ ରୂପରେଖ ସମ୍ପର୍କରେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ଉଚ୍ଚ ସ୍ତରୀୟ ବୈଷୟିକ ଟିମ ସହ ପରିଦର୍ଶନ ଓ ଆଲୋଚନା…

ସିରିଜ୍ ହାରିଲା ଭାରତ

କଲମ୍ବୋ: ଶେଷ ଟି-୨୦ ହାରିଲା ଭାରତ। ଏହା ସହ ସିରିଜ୍ ହାରିଲା ଦଳ। ପ୍ରଥମ ମାଚ ଜିତିଥିବା ବେଳେ ଶେଷ ୨ଟି ହାରିଛି ଭାରତ। ଆଜି ଭାରତ ପ୍ରଥମ ବାଟି କରି ମାତ୍ର ୮୧ ରନ କରିଥିଲା ଦଳ। ୮ ୱିକେଟ ହରାଇ ଭାରତ ୮୧ ରନ କରିଥିଲା। ଦଳ ପକ୍ଷରୁ କୁଲଦୀପ ଯାଦବ ଅଧିକ ରନ୍ କରିଛନ୍ତି। ଶ୍ରୀଲଙ୍କା ୧୪ ଓଭର…

ସ୍ପିନ ବଲରେ ଘାଇଲା ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ

କଲମ୍ବୋ: ଭାରତର ବ୍ୟାଟିଂ ବିପର୍ଯ୍ୟୟ । ସ୍ପିନରଙ୍କ ବଲରେ ଘାଇଲା ଖେଳାଳୀ । ୩୦ ରନରେ ୪ଟି ୱିକେଟ ହରାଇଛି ଟିମ୍ ଇଣ୍ଡିଆ । ହସରଙ୍ଗା ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଭୁବନେଶ୍ୱର କୁମାର ଏବଂ ନିତିଶ ରାଣା ଏବେ ଭାରତ ଲାଗି ବ୍ୟାଟିଂ ଜାରି ରଖିଛନ୍ତିି । ଶିଖର ଧାୱନ, ଋତୁରାଜ ଗାଇକୱାଡ,…

ମ୍ୟାଚ ଆରମ୍ଭରୁ ଭାରତକୁ ଝଟକା

କଲମ୍ବୋ: ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ । ଶେଷ ଟି-୨୦ରେ ପ୍ରଥମ ଓଭରରୁ ଭାରତକୁ ଲାଗିଛି ପ୍ରଥମ ଝଟକା । ଅଧିନାୟକ ଧାୱନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଛନ୍ତି । କ୍ୟାଚ ଆଉଟ ହୋଇ ଧାୱନ ପାଭିଲିୟନ ଫେରିଯାଇଛନ୍ତି । ଏବେ ଋତୁରାଜ…