ଶାଳୀକୁ ବିବାହ ପ୍ରତିଶ୍ରୃତି ଦେଇ ସାଙ୍ଗ ସହ ମିଶି ଦୁଷ୍କର୍ମ କଲା ଭିଣୋଇ
ବାଲେଶ୍ୱର: ବିଶ୍ୱାସରେ ବିଷ ଦେଲା ପ୍ରେମିକ । ସମ୍ପର୍କୀୟ ଶାଳୀକୁ ବିବାହ କରିବାର ପ୍ରତିଶ୍ରୃତି ଦେଇ ନାବାଳିକା ଶାଳୀକୁ ଦୁଷ୍କର୍ମ କରିଛି ଭିଣୋଇ । ନିଜେ ଦୁଷ୍କର୍ମ କରିବା ସହ ସାଙ୍ଗ ସହ ମିଶି ଗଣଦୁଷ୍କର୍ମ କରିଛି । ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଭିଣୋଇ ଓ ସାଙ୍ଗକୁ ଗିରଫ କରିଛି ।!-->…
