Odia News Portal
Browsing Tag

swadhikar

ଭାରତୀୟ ଦଳରେ ୪ ଯୁବ କ୍ରିକେଟରଙ୍କ ଡେବ୍ୟୁ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷରେ ଭାରତ ଶେଷ ଦିନିକିଆ ଖେଳୁଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ତେବେ ଦଳରେ ଆଜି ୪ଜଣ ନୂଆ ଖେଳାଳୀଙ୍କୁ ସ୍ଥାନ ମିଳିଛି । ଦିନିକିଆ ଦଳରେ ଆଜି ଡେବ୍ୟୁ କରିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ, ନିତିଶ ରାଣା, ଚେତନ…

ସରିଲା ଡିଏଫଓଙ୍କ ଜେରା, ଆସିଲା ସାଙ୍ଘାତିକ ତଥ୍ୟ

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସ୍କାନରରେ ଥିବା ଡିଏଫଓ ସଂଗ୍ରାମ କେଶରୀଙ୍କୁ ଆଜି ଜେରା କରୁଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଅନେକ ତଥ୍ୟ ମିଳିଥିବା ବେଳେ ଏବେ କୌଣସି ତଥ୍ୟ ଦେଇ ହେବନାହିଁ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ତେବେ ଡିଏଫଓଙ୍କ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ…

ଆଜି ଓସିଏରେ ଯୋଗ ଦେବେ ୱାସିମ ଜାଫର

କଟକ: ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଓଡ଼ିଶା କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ଦୁଇଟି କ୍ରିକେଟ ସିଜନ୍ (୨୦୨୧-୨୨, ୨୦୨୨-୨୩) ପାଇଁ ତାଙ୍କ ସହ ଚୁକ୍ତି କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) । ଶୁକ୍ରବାର ଓଡ଼ିଶା ଆସି ଜାଫର୍ କଟକ ଓସିଏ କାର୍ଯ୍ୟାଳୟରେ…

ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର ଛଡ଼ାଇ ଚିରିବା ଘଟଣା, ସାଂସଦ ଶାନ୍ତନୁ ସେନ୍ ସସପେଣ୍ଡ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର୍ ଛଡ଼ାଇ ଆଣି ଚିରିଥିବା ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନ୍ତୁ ସେନ୍ଙ୍କୁ ସଂସଦର ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ସେ ଆଉ ଏହି ଅଧିବେଶନରେ ଭାଗ ନେଇପାରିବେ ନାହିଁ । ସେନ୍ଙ୍କ ବିରୋଧରେ ଆଜି…

ଆଜି ଭାରତ- ଶ୍ରୀଲଙ୍କା ଅନ୍ତିମ ଦିନିକିଆ

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଆଜି କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତ ପୂର୍ବର ଦୁଇଟିଯାକ ମ୍ୟାଚ୍ ଜିତି ସାରିଥିବାରୁ ଏହି ମ୍ୟାଚ୍ ଜିତି ସିରିଜ ମୂଳପୋଛ କରିବା ଲାଗି ଲାଗି ଉଦ୍ୟମ କରିବ ବୋଲି ଆଶା…

ନିଶା ବେପାରୀଙ୍କ ପ୍ରତି ରାଜଧାନୀ ପୁଲିସ୍ କୋହଳ, ସକାଳେ ଧରି ସଞ୍ଜରେ ଛାଡୁଛନ୍ତି

ଭୁବନେଶ୍ୱର : ନିଶା ବେପାରୀଙ୍କୁ ସାବାଡ ପାଇଁ ପୁଲିସ୍ ଡିଜି କଡା ନିର୍ଦ୍ଦେଶ ଦେଉଥିବାବେଳେ ରାଜଧାନୀ ପୁଲିସର ନିଶା ବେପାରୀଙ୍କ ପ୍ରତି କୋହଳ ମନୋଭାବ ଏବେ ଚର୍ଚ୍ଚାର ବିଷୟ ହୋଇଛି । ନିଶା ବେପାରର ପେଣ୍ଠସ୍ଥଳ ପାଲିଟିଥିବା ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରୁ ଜଣେ କୁଖ୍ୟାତ ନିଶା ବେପାରୀକୁ ଚୋରା…

ପରଲୋକରେ ପୂର୍ବତନ ପିସିସି ସଭାପତି ନିତ୍ୟାନନ୍ଦ ମିଶ୍ର

ଭୁବନେଶ୍ୱର: ବଲାଙ୍ଗୀରର ପୂର୍ବତନ ସରଂସଦ ତଥା ପିସିସି ସଭାପତି ନିତ୍ୟନନ୍ଦ ମିଶ୍ରଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ନିତ୍ୟାନନ୍ଦ ମିଶ୍ରଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା କଂଗ୍ରେସ…

ରସଗୋଲା ଦିବସ ଓ ନିଳାଦ୍ରୀବିଜେ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଘୋଷଯାତ୍ରାର ଅନ୍ତିମ ପର୍ବ । ୧୨ଦିନର ନିଳା ଖେଳା ସାରିବା ପରେ ଆଜି ଶ୍ରୀମନ୍ଦିରକୁ ଯିବେ କାଳିଆ ସାଆନ୍ତ । ତେବେ ମହାଲକ୍ଷ୍ମୀଙ୍କ ରୋଷ ଭଞ୍ଜନ କରିବା ଲାଗି ସାଥିରେ ରସଗୋଲା ନେଇ ଯାଇଥାନ୍ତି ମହାପ୍ରଭୁ । ଏଣୁ ଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରାଯାଏ ।…

ଆଜି ଦେଶରେ ୩୫ ହଜାର ୩୪୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୩୫,୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨କୁ ବୃଦ୍ଧି ପାଇଛି। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୪୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୧୯,୪୭୦ରେ ପହଞ୍ଚିଛି। …