ଲଗାଣ ବର୍ଷାରେ ମୁମ୍ବାଇରେ ଭୁଷୁଡିଲା କୋଠା, ୩ ମୃତ
ମୁମ୍ବାଇ : ମୁମ୍ବାଇରେ ଲଗାଣ ବର୍ଷାରେ ଭୁଶୁଡିଲା କୋଠା | କିଛି ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ମୁମ୍ବାଇରେ କୋଠା ଭୁଶୁଡି ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ!-->…
