Odia News Portal
Browsing Tag

swadhikar

ହାଫିଜର ବାସ ଭବନ ସମ୍ମୁଖରେ ହୋଇଥିବା ବିସ୍ଫୋରଣରେ ଭାରତକୁ ଦାୟିକଲା ପାକିସ୍ତାନ

ଲାହୋର: ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ, ତାଲିମ ଓ ପାଣ୍ଠିଯୋଗାଣ ପାଇଁ ଆନ୍ତର୍ଜାତିକ ସ୍ତରରେ ବଦନାମ ହୋଇସାରିଥିବା ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଆଣିଛି । ଜୁନ୍ ୨୩ ତାରିଖରେ ଜାତିସଂଘ ଦ୍ୱାରା ଘୋଷିତ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରସ୍ଥିତ ବାସଭବନ…

ବୁର୍ଲା ମେଡିକାଲରେ ସିସିଟିଭିରେ କଏଦ ହେଲା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରୁଥିବାର ଦୃଶ୍ୟ

ସମ୍ବଲପୁର: ବାଡ଼ ଯେତେବେଳେ ଫସଲ ଖାଇବ ସେତେବେଳେ ଫସଲର କିଏ ବା ସାହା ହେବ । ଆଜ୍ଞା ହଁ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରିଥିବା ଅଭିଯୋଗ ହୋଇଛି । ତେବେ ଚୋରି କରୁଥିବାର ଭିଡିଓ ସିସିଟିଭରେ କଏଦ ହୋଇଛି । ସମ୍ବଲପୁର ବୁର୍ଲା ମେଡିକାଲରେ ଦେଖିବାକୁ ମିଳିଛି ଏଭଳି…

ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ପ୍ରେସମିଟ୍ ଜରିଆରେ ଏଭଳି କହିଛନ୍ତି । ସେ କହିଛନ୍ତି କି, କେନ୍ଦ୍ରୀୟ ଟିମ୍ ରିପୋର୍ଟ ଅନୁଯାୟୀ ବ୍ୟାପକ ଅନିୟମିତତା ହୋଇଛି । ଖୋର୍ଦ୍ଧା…

ଗିରଫ ହେଲା ମଦୁଆ ସ୍ୱାମୀ, ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଦେଉଥିଲା ଧମକ

ଯାଜପୁର: ସ୍ୱାମୀ ସ୍ତ୍ରୀର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ । ଉଭୟ ଉଭୟଙ୍କ ଉପରେ ବିଶ୍ୱାସ ରହିଥାଏ । ତେବେ ନିଜ ସ୍ତ୍ରୀର ଅଶ୍ଳୀଳ ଫଟୋକୁ ଭାଇରାଲ କରାଇବାକୁ ଧମକ ଦେଉଥିଲା ସ୍ୱାମୀ । ଶେଷରେ ଏନେଇ ଅଭିଯୋଗ କରିବା ପରେ ଗିରଫ ହୋଇଛି ମଦୁଆ ସ୍ୱାମୀ । ଯାଜପୁର ଜିଲ୍ଲା କୁଆଖିଆ ଥାନା…

ଭୁବନେଶ୍ୱରରେ କେନ୍ଦ୍ରୀୟ କୋଭିଡ୍ ଟିମ୍‌

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ କୋଭିଡ୍ ଟିମ୍ । ଦୁଇ ଜଣିଆଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କୋଭିଡ ସ୍ଥିତି ସମୀକ୍ଷା ନେଇ ଭୁବନେଶ୍ୱରରେ ପହଞ୍ଚିଛି ଏହି ଟିମ୍ । ଦୁଇଜଣିଆ ଟିମ୍ ମୁଖ୍ୟ ଡା.ଶିବାନୀ ଦତ୍ତ ରହିଛନ୍ତି । ସେ କହିଛନ୍ତି କି, କୋଭିଡ ପରିଚାଳନା, କଣ୍ଟେନମେଣ୍ଟ ଜୋନ…

ପେଟ୍ରୋଲ ଦରବୃଦ୍ଧିକୁ ନେଇ ବିକ୍ଷୋଭ କରିବ କଂଗ୍ରେସ, ୭ରୁ ୧୭ ବିକ୍ଷୋଭ ପ୍ରତିବାଦ

ଭୁବନେଶ୍ୱର: ସାରା ଦେଶରେ ଅହେତୁକ ଭାବରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ବିରୋଧ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଜି ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ କରାଯାଇଛି । ପ୍ରତିବାଦ କରାଯିବା ନେଇ ଗଣମାଧ୍ୟମକୁ ସୂଚନା…

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ପୂରା ରାଜ୍ୟରୁ ୨୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ରହିଥିବାବେଳେ ପଛକୁ ରହିଛି କଟକ । ଉଭୟ ଜିଲ୍ଲାରେ ୪୦୦ ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରେ…

ଆଜି ୫୦ ପାର କଲା କରୋନା ଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ମୃତ୍ୟୁରେ ଲାଗୁନି ବ୍ରେକ । ପ୍ରତିଦିନ ୪୦ ଉପରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ବେଳେ ଆଜି ୫୨ ଜଣ ଆକ୍ରାନ୍ତଙ୍କ ପ୍ରଣ ନେଇଛି ମହାମାରୀ । ଯାହା ଏପର‌୍ୟ୍ୟନ୍ତ ଗୋଟିଏ ଦିନରେ ପ୍ରାଣ ହରାଇଥିବା କରୋନା ଆକ୍ରାନଙ୍କ ମଧ୍ୟରେ…

ତ୍ତଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ୍‌: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୁବ ନେତା ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡର ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ମନ୍ତ୍ରୀ ମଣ୍ଡଳର ଦୁଇଜଣ ନେତା ସତପାଲ ମହାମାଜ ଓ ହରକ ସିଂ ଶପଥ ଗ୍ରହଣ କରିଛନ୍ତି । ଏହି…

ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାରେ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘଡ଼ଘଡି ସହ ବର୍ଷା ସମ୍ଭାବନା । କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ଝରସୁଗୁଡ଼ା, ବରଗଡ଼,ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ,ବାଲେଶ୍ବର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ…