Odia News Portal
Browsing Tag

swadhikar

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ପରିଚିତ ସୁନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର । ଲିଭର ଶିରୋସିଶ ସହ ହାର୍ଟ ଓ କିଡନୀ ଜନିତ ସମସ୍ୟାରେ ପିଡିତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଆଇସିୟୁରେ ଥିବା ନେଇ…

କରୁଣାକରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଜଣାଶୁଣା ସାମ୍ବାଦିକ କରୁଣାକର ସାହୁଙ୍କ ପରଲୋକ ପରେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁପମ ଭାରତରେ କାର୍ଯ୍ୟରତ ଥିବା କରୁଣାକରଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ତାଙ୍କ ଶୋକସନ୍ତପ…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌, ଆଜି ୪୦ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହାର କମିବାକୁ ଲାଗୁଥିଲେ ସୁଦ୍ଧା ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟାରେ ୪୦ ମୁଣ୍ଡନେଲା ମହାମାରୀ । ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଥିବା…

ଓଡ଼ିଶାରେ ଉପବବ୍ଧ ସ୍ପୁଟିନିକ୍‌-ଭି ଟିକା

ଭୁବନେଶ୍ୱର: କରୋନା ବିରୋଧରେ ସାରା ବିଶ୍ୱରେ ଚାଲିଛି ଲଢ଼େଇ । ତେବେ ଲୋକେ ଟିକାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ଦୁଇଟି ଡୋଜ ଲେଖାଏଁ ଟିକା ଦିଆଯାଉଛି । ତେବେ ଓଡ଼ିଶାରେ ଉପଲବ୍ଧ ହେଉଛି ଋଷିଆ ଟିକା ସ୍ପୁଟିନିକ୍‌-ଭି ।…

ଶାହାରୁଖ ଖାନଙ୍କ ଝିଅ ସୁହାନାଙ୍କ ଏହି ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଟନ୍ତି । ସୁହାନା ଏକ ସୁନ୍ଦର ଫଟୋ ନିଜର ସୋସିଆଲ ମିଡିଆ ସାଇଟରେ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ନିଜକୁ କ୍ୟାଟ ଲେଡି ବୋଲି ଲେଖିଛନ୍ତି । ତେବେ ତାଙ୍କର ଏହି ପୋଷ୍ଟଟିକୁ ୟୁଜର୍ସମାନେ ବେଶ…

ଟ୍ୱିଟରରେ ପ୍ରଦର୍ଶିତ ଭାରତ ମାନଚିତ୍ରରେ ନାହିଁ ଜମ୍ମୁ-କାଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛଦିନ ହେବ ଲାଗି ରହିଛି କନ୍ଦଳ । ଏବେ ଟ୍ୱିଟରରେ ପ୍ରଦର୍ଶିତ ମାନନ୍ତ୍ରରେ ଜମ୍ମୁ-କାଶ୍ମୀର ଓ ଲଦାଖ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଟ୍ୱିଟରର ଏଭଳି…

୫ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଫ୍ରି

ନୂଆଦିଲ୍ଲୀ: ପର୍ଯଟକଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ ବଡ଼ ଘୋଷଣା । ଭାରତକୁ ଆସିବାକୁ ଥିବା ପ୍ରଥମ ୫ଲକ୍ଷ ପର୍ଯଟକଙ୍କୁ ଭିସା ଫ୍ରି କରାଯିବ ବୋଲି ଘୋଷଣା କରିଛନ୍ତି । ୫ଲକ୍ଷ ସରିବା ପର୍ଯନ୍ତ ବା ୨୦୨୨ ମାର୍ଚ୍ଚ ଯାଏଁ ଏହି ଯୋଜନା ଲାଗୁ ରହିବ ।

କରେନା କ୍ଷତିଗ୍ରସ୍ତଙ୍କ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: କରୋନା କାଳରେ କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । କୋଭିଡ କ୍ଷତିଗ୍ରସ୍ତଙ୍କ ଲାଗି ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟକ୍ଷେତ୍ର ଲାଗି…

ସମ୍ ହସ୍ପିଟାଲରେ ଜନସାଧାରଣଙ୍କ ପାଇଁ କୋଭିସିଲ୍ଡ ଟୀକା ଉପଲବ୍ଧ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଟୀକା ପ୍ରଦାନ କରାଯାଉଛି । ସେରମ…

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନନଗୋ । ପୂର୍ବତନ ଅର୍ଥମନ୍ତ୍ରୀ ଅର୍ଥତୀତିକୁ ନେଇ ଉଭୟ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, କରୋନାର ଆଳ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ସରକାରୀ…