Odia News Portal
Browsing Tag

swadhikar

ତୃତୀୟ ଲହରର ପ୍ରଭାବ କମ୍ ରହିବ

ଭୁବନେଶ୍ୱର: ଦ୍ୱିତୀୟ ଲହରର ପ୍ରଭାବ କମି ନଥିବା ବେଳେ ତୃତୀୟ ଲହରକୁ ନେଇ ବହୁ ଆଶା ଆଶଙ୍କା କରାଯାଉଛି । ତେବେ ତୃତୀୟ ଲହରର ପ୍ରଭାବ କମ୍ ରହିବ ବୋଲି ନିରଞ୍ଜନ ମିଶ୍ର । ବିଭିନ୍ନ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଆମ ଦେଶରେ ମଧ୍ୟ ପ୍ରଭାବ ପଡ଼ିବ । ତେବେ ତୃତୀୟ ଲହରର ମୁକାବିଲା…

ରଥ ନିର୍ମାଣ ଚାଲିଥିଲା, ଚଢ଼ାଉ କଲା ପ୍ରଶାସନ

ବାଲେଶ୍ୱର: ପରମ୍ପରାକୁ ବଜାୟ ରଖିବା ଲାଗି କେବଳ ପୁରୀରେ ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । ବାରମ୍ବାର ବାରଣ କରିବା ସତ୍ତ୍ୱେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଥିଲା ।…

ଆଜି ଦେଶରେ ୧୪୨୨ଜଣଙ୍କ ମୁଣ୍ଡନେଲା କରୋନା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଯାହାଫଳରେ ଏବେ ଏକ ଲକ୍ଷ ତଳେ ମାମଲା ରହିଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୫୩,୨୫୬ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ…

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ପାଟନା: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଦୁଷ୍କର୍ମକାରୀଙ୍କ ସଂଖ୍ୟା । କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ବୟସର ତାରତମ୍ୟ ନଦେଖି କରି ଘଟାଉଛି ଅମାନୁଷିକ କାର୍ଯ୍ୟ । ଜଣେ ନାବାଳିକା ଛାତ୍ରୀଙ୍କୁ ସ୍କୁଲ ମାଲିକ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି ।…

ଆରମ୍ଭ ହେଲା ଅନଲାଇନ୍ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ ପାଠପଢ଼ା । ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ଛାତ୍ର ଛାତ୍ରୀମାନେ ପାଠ ପଢ଼ିଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ପାଠ ପଢ଼ିଥିବା ନଜରକୁ ଆସିଛି । ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ…

ଆଜି ଋକ୍ମିଣୀ ଦେବୀଙ୍କ ବିବାହ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପାଳିତ ହେବ ଋକ୍ମିଣୀ ଦେବୀଙ୍କ ବିବାହ । ସୁଦର୍ଶନଙ୍କୁ ବୈଦିକ ରୀତିରେ ବିବାହ କରିବେ ଋକ୍ମୁଣୀ ଦେବୀ । ମହାପ୍ରଭୁଙ୍କ ଜୀବନ୍ତ ଅବତାର ମଦନମୋହନ ଆଜି ସାଜିବେ ଶ୍ରୀକୃଷ୍ଣ । ଏବଂ ମା ଲକ୍ଷ୍ମୀ ଠାକୁରାଣୀ ସାଜିବେ ଋକ୍ମୁଣୀ ଦେବୀ । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ…

ସାର୍ଟିଫିକେଟ୍‌ରେ କିଏ କରିଛି କେଳେଙ୍କାରୀ

ଉଦଳା: ବନ୍ଧା ହେବେ ୪୨୦ ଅଧ୍ୟାପିକା । ମହଙ୍ଗା ପଡିଲା ଜାଲିଆତି । ବହିଷ୍କାର ଓ ଗିରଫ ପାଇଁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ୧୩ ବର୍ଷ କାଳ ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟ୍‌ରେ ଚାକିରୀ କରିଥିଲେ ମାଡାମ୍ ୪୨୦ । ହେଲେ ୧୩ ବର୍ଷ ପରେ ବିଭାଗୀୟ ଭେରିଫିକେସନ୍‌ରେ ଧରା ପଡିଗଲା…

ଆଜିଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣା ଟିକା

ଭୁବନେଶ୍ୱର: ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଆଜିଠାରୁ ମାଗଣା ଟିକାକରଣ ଆରମ୍ଭ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୭ ତାରିଖରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ସମସ୍ତ ସରକାରୀ ସ୍ୱାସ୍ଥ୍ୟସେବା ସ୍ଥଳରେ ଏଥିପାଇଁ କୋଭିଡ ଟିକା ମାଗଣାରେ ଉପଲବ୍ଧ…

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ। ସୁତରାଂ ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୪ ସେପ୍ଟେମ୍ବର ୨୭ରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ, ଯୋଗ ଭାରତର ପ୍ରାଚୀନ…

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେଉଛନ୍ତି ଅମ୍ରିତ ପ୍ରଧାନ । ନିୟନ୍ତ୍ରଣକୁ ଆସୁଛି ଅକ୍ସିଜେନ ଲେବଲ । ଏବେ ତାଙ୍କର ଅକ୍ସିଜେନ ଲେବଲ ୮୦ରୁ ୯୦ ଭିତରେ ରହୁଛି । ୨ ଦିନ ହେଲା ସେ ଭେଣ୍ଟିଲେଟର ଆବଶ୍ୟକ କରୁନାହାନ୍ତି । ଏହାଛଡ଼ା ଅମ୍ରିତଙ୍କୁ ଶତ ପ୍ରତିଶତ ବଦଳରେ ଏବେ ୭୦ ପ୍ରତିଶତ ଇକମୋ…