ଦ୍ୱାଦଶ ଫଳାଫଳ ନେଇ ପୁଣିଥରେ ସତ୍ୟପାଠ ଦାଖଲ କଲା ସିବିଏସଇ
ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ କରାଯାଇଛି । ପୂର୍ବ ପଦ୍ଧତିରେ ଆଉ ୨ଟି ବିନ୍ଦୁ ଯୋଡ଼ି ସିବିଏସଇ ସତ୍ୟପାଠ ଦାଖଲ କରିଛି । ତଦନୁଯାୟୀ କମ୍ପ୍ୟୁଟେସନ ନେଇ କିଛି ବିବାଦ ଥିଲେ ସମାଧାନ ପାଇଁ କମିଟି ଗଠନ କରାଯିବ ।
ରେଜଲ୍ଟ!-->!-->!-->…
