Odia News Portal
Browsing Tag

swadhikar

ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଗୁରୁ ଶିବଶଙ୍କର ବାବାଙ୍କ ନାଁରେ ମାମଲା

ଚେନ୍ନାଇ: ସୁଶୀଲ ହରି ଇଣ୍ଟର ନ୍ୟାସନାଲ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଛି ଗୁରୁ ଶିବ ଶଙ୍କର ବାବାଙ୍କ ନାମରେ । ଏହି ଅଭିଯୋଗରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଶିକ୍ଷାନୁଷ୍ଠାନରେ ବାବା ଛାତ୍ରୀଙ୍କୁ ଜୋର ଜବରଦସ୍ତି ଯୌନ ସମ୍ପର୍କ ରଖୁଥିବା…

ଦିଲ୍ଲୀରେ ଖୋଲିଲା, ଓଡ଼ିଶାରେ କେବେ?

ଭୁବନେଶ୍ୱର: ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ତେବେ ଓଡ଼ିଶାରେ କେବେ ଲକଡାଉନକ୍ ଖୋଲିବ ତାକୁ ନେଇ ଏବେ ଆରମ୍ଭ ହୋଇଛି । ରାଜ୍ୟରେ ୧୭ ତାରିଖ ଯାଏଁ ଲକଡାଉନ ଜାରି ରଖାଯାଇଛି । ତେବେ ଏହା ଆହୁରି ଲାଗି ରହିବ ନାଁ କୋହଳ କରାଯିବ ତାକୁ ନେଇ ସବୁଠି ହେଉଛି ଆଲୋଚନା । ରାଜ୍ୟରେ…

ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଜୋରସୋରରେ ରଥ ତିଆରି କାମ ଆଗେଇଚାଲିଛି । ହେଲେ ଦୁଇ ଦିନ ହେବ ବର୍ଷା ଲାଗିରହିଥିଲେ ସୁଦ୍ଧା ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରଥ ଖଳାରେ ରୂପକାରମାନେ…

ଟୋକିଓ ଅଲମ୍ପିକ୍‌ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଈ

ନୂଆଦିଲ୍ଲୀ: ଟୋକିସ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ୪୯ କେଜି ଓଜନ ବର୍ଗରେ ମୀରାବାଈ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଥିବା ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ୨୬…

ବାପା ମା ଚାଲିଯିବା ପରେ ଦେଢ଼ ମାସର ଭାଇକୁ ପାଲୁଛି ୭ ବର୍ଷର ଝିଅ

ବାଲେଶ୍ୱର: ଦଇବ ଏମିତି ବି ଦୁଃଖ ଦେବ ତାହା କେହି କେବେ କଳ୍ପନା ମଧ୍ୟ କରି ନାହାଁନ୍ତି । ବାପା ମା ଛାଡ଼ି ଚାଲିଗଲେ ଆରପାରିକୁ । ଦେଢ଼ ମାସର ଭାଇକୁ ପାଳୁଛି ୭ ବର୍ଷର ଝିଅ । ଭାଇର ଅଳି ଅର୍ଦଳିକୁ ସହି ମା ଭଳି ସ୍ନେହ ଦେଉଛି ଏହି ୭ ବର୍ଷର ନାବାଳିକା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ…

ସାରା ରାଜ୍ୟରେ ଲମ୍ବିଛି ନକଲି ଔଷଧର ଚେର

ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ନକଲି ଔଷଧ ବେପାରୀ । ରାଜ୍ୟରେ ଦୁଇଦିନ ମଧ୍ୟରେ ଅନେକ ସ୍ଥାନରୁ ଜବତ ହେଲାଣି ନକଲି ମେଡିସିନ । ଟଙ୍କ ଲାଗି ଲୋକଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ । ପ୍ରଥମେ କଟକରୁ ଜବତ ହେବା ପରେ ଏହା ଲିଙ୍କରେ ଥିବା ରାଉରକେଲାରୁ ମଧ୍ୟ ଜବତ…

୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଛୁଇଁଛି ମୌସୁମୀ । ଏହାର ପ୍ରବାରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ମଧ୍ୟ ନଜରକୁ ଆସିଛି । ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରୁ ୮ଟିରେ ପ୍ରବଳରୁ ଅତି…

ଆସନ୍ତାକାଲି ରଜ, ଆଜି ସଜବାଜ

ଭୁବନେଶ୍ୱର: ରାତି ପାହିଲେ କୃଷିଭିତ୍ତିକ ପର୍ବ ରଜ । ଆସନ୍ତାକାଲି ହେଉଛି ଓଡ଼ିଶାର ଗଣପର୍ବ ମଧ୍ୟରେ ଅନ୍ୟତମ ପର୍ବ ରଜ । ଯଦିଓ ତିନିଦିନ ରଜ ହୋଇଥାଏ ତେବେ ରଜ ପୂର୍ବଦିନ ସଜବାଜ ଓ ରଜ ଶେଷଦିନ ଅଥବା ବସୁମତି ସ୍ନାନକୁ ମିଶାଇ ୫ଦିନ ପାଳନ କରାଯାଏ । ଚଳିତ ବର୍ଷ କରୋନା ମହାମାରୀ ଲାଗି ଲକଡାଉନ…

ଜାଡେଜାଙ୍କୁ ପ୍ରଂଶସା କଲେ ୱାର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପ୍ରଂଶସା କରିଛନ୍ତି ଅଷ୍ଟ୍ରେଲିୟ ଧୁଆଁଧାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର । ନିକଟରେ ଇଂଲଣ୍ଡରେ ଆୟୋଜନ ହେବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତର ସାମ୍ଭବ୍ୟ ୧୧ ଜଣିଆ ଦଳରେ ଜାଡେଜାଙ୍କୁ ସାମିଲ କରିବାକୁ କହିଛନ୍ତି…

ଉତ୍ତରାଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ବିୟୋଗ

ନୂଆଦିଲ୍ଲୀ: କରୋନା କାଳରେ ଦୁଃଖଦ ଖବର । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡ ବିଧାନସଭାର ବିରୋଧ ଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ପରଲୋକ ହୋଇଛି । ଆଜି ଦିଲ୍ଲୀର ଉତ୍ତରାଖଣ୍ଡ ଭବନରେ ତାଙ୍କର ପରଲୋକଙ୍କ ହୋଇଛି । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଛି । ଆଜି ତାଙ୍କୁ ଦିଲ୍ଲୀରୁ…