ଆଜି ଭାରତ-ଋଷିଆ ମଧ୍ୟରେ ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀ, ସାମିଲ ହେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଆଜି ଦ୍ବିତୀୟ ଦିନ । ଭାରତ-ଋଷିଆ ମଧ୍ୟରେ ଆୟୋଜିତ ହେବ ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀ । ଏଥିରେ ସାମିଲ ହେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଉଭୟ ଭାରତ ଓ ଋଷ ମଧ୍ୟରେ ଆନୁଷ୍ଠାନିକ ଦ୍ୱିପାକ୍ଷିକ ବୈଠକ ସହ ଅନେକ ପ୍ରମୁଖ…
