ବଲାଙ୍ଗିର ସହରରେ ଅଗ୍ନିକାଣ୍ଡ, ୩ଟି ଦୋକାନ ହୋଇଛି ଛାରଖାର
ବଲାଙ୍ଗିର ସହର ସାଗରପଡା ଛକରେ ଅଗ୍ନିକାଣ୍ଡ । ନିଆଁ ଲାଗି ୩ଟି ଦୋକାନ ଛାରଖାର ହୋଇଛି । ଉପ ଜିଲ୍ଲାପାଳ ଅଫିସ ନିକଟରେ ଥିବା ଗୋଟିଏ ଟାୟାର ଦୋକାନ ସହିତ ଦୁଇଟି ଛୋଟ ଦୋକାନ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଆଜି ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା…
