CGD ନୀତି-୨୦୨୬ ପାଇଁ ବିଜ୍ଞପ୍ତି; ରାଜ୍ୟରେ ୯ ଲକ୍ଷରୁ ଅଧିକ ଘରୋଇ PNG ସଂଯୋଗ, ୨୭୧ଟି CNG ଷ୍ଟେସନ ସ୍ଥାପନ ଲକ୍ଷ୍ୟ
ଓଡିଶା ସହରୀ ଗ୍ୟାସ୍ ବଣ୍ଟନ (CGD) ନୀତି-୨୦୨୬ ପାଇଁ ବିଜ୍ଞପ୍ତି ଜାରି ହୋଇଛି । PNG ନେଟୱର୍କ ଏବଂ ସହରୀ ଗ୍ୟାସ୍ ବଣ୍ଟନକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଗୃହ ନିର୍ମାଣ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୩୦ଟି ଜିଲ୍ଲାରେ ସଂଯୋଗ ପାଇଁ ୫ଟି CGD…
