ଅଡୁଆରେ ନବ ଦାସଙ୍କ ପୁଅ ବିଶାଲ
ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଛତିଶଗଡ ପୋଲିସ ଅଟକ ରଖିଛି। ବିଶାଲ ଦାସଙ୍କୁ ଛତିଶଗଡ଼ ସରେଇପାଲି ଥାନାରେ ଅଟକ ଘଟଣାକୁ ନେଇ ଆସିଲା ବଡ଼ ଅପଡେଟ୍ । ବିଶାଲ ଦାସ କାହିଁକି ଛତିଶଗଡ଼ ଯାଇଥିଲେ ତାକୁ ନେଇ ଉଠିଲା ପ୍ରଶ୍ନ। କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧରି କାହିଁକି!-->…
